ମା ଦୁର୍ଗାଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ !!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ପଞ୍ଚାୟତ ଅନ୍ତର୍ଗତ ବିଲିଣ୍ଡା ଗ୍ରାମରେ ମା ଦୁର୍ଗାଙ୍କର ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ସମଲ ସରପଞ୍ଚ କଳ୍ପନା ସାହୁ, ସମିତିସଭ୍ୟା ଜ୍ୟୋତ୍ସ୍ନା ସାହୁ, ଓ୍ବାର୍ଡସଭ୍ୟା ତୃପ୍ତିମୟୀ ନନ୍ଦ, ପୂର୍ବତନ ସରପଂଚ ଜୟନ୍ତ କୁମାର ପ୍ରଧାନ, ପୂର୍ବତନ ସରପଂଚ କୁବେର ସାହୁ, ବାବୁ ପ୍ରଧାନ, ଦିବାକର ସାହୁ, କପିଳ ସାହୁ ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରାଯାଇଥିଲା ।

Leave a Reply

Your email address will not be published. Required fields are marked *