ଧାନ ବିକ୍ରି ବନ୍ଦ ହେବାରୁ ଧାନ ବସ୍ତା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା !!!

0
190

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ସୁରେଶ କୁମାର ମାନସିଂହ, ବୋଲଗଡ଼ ବ୍ଲକ ସଂଯୋଜକ ଜୟନ୍ତ ତ୍ରିପାଠୀ ଓ କାହ୍ନୁ ଚରଣ ବେହେରାଙ୍କ ସମେତ ଅନେକ ଚାଷୀ ମଣ୍ଡିରେ ଧାନ ବିକ୍ରି ବନ୍ଦ ହେବାରୁ ଧାନ ବସ୍ତା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏ ନେଇ ଜିଲ୍ଲାପାଳ ସନତ କୁମାର ମହାନ୍ତି ଚାଷୀଙ୍କ ଅଭିଯୋଗ ଶୁଣିବା ସହ ମଣ୍ଡିରେ ଧାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ଚାଷୀମାନେ ଧାରଣାରୁ ଉଠିଥିଲେ ।

LEAVE A REPLY

Please enter your comment!
Please enter your name here