ପଶୁପକ୍ଷୀ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କଲେ ରେଡି ଟୁ ହେଲ୍ପ ଗ୍ରୁପ !!!

0
245

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ଉପକଣ୍ଠ ପଟିଆ ଶିଖରଚଣ୍ଡୀ ମନ୍ଦିର ପାହାଡ଼ରେ ଆରମ୍ଭ ହେଲା ନିଆରା ପ୍ରୟାସ . ବଢୁଥିବା ଗ୍ରୀଷ୍ମର ପ୍ରକୋପରେ ଜୀବଜନ୍ତୁ ମାନଙ୍କର ଜଳକଷ୍ଟ ଦୂର କରିବା ପାଇଁ ରେଡି ଟୁ ହେଲ୍ପ ଗ୍ରୁପ ର ସଦସ୍ୟ ମାନେ ପାହାଡର ବିଭିନ୍ନ ସ୍ଥାନରେ ଜଳପାତ୍ର ସ୍ଥାପନ କରିଛନ୍ତି . ଗ୍ରୀଷ୍ମଋତୁ ସରିବା ପର୍ଯ୍ୟନ୍ତ ନିୟମିତ ଭାବରେ ଏହି ପାତ୍ର ଗୁଡିକରେ ପିଇବା ପାଣି ରଖାଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି .

LEAVE A REPLY

Please enter your comment!
Please enter your name here