ବଜ୍ରପାତ ଜନିତ କ୍ଷୟକ୍ଷତି : ଘର ଛାତ ହେଲା କଣା !!!

0
204

ଯାଜପୁର ( ଆୱାଜ ମିଡିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଏବଂ ବଜ୍ରପାତ ଜନିତ କ୍ଷୟକ୍ଷତି ଘଟିଛି । ଦାନଗଦି ବ୍ଲକ ଅନ୍ତର୍ଗତ ଟୋଲକାନି ଗ୍ରାମରେ ବଜ୍ରପାତରେ ମନୋଜ ଓଝା ଙ୍କ ଘର ଛାତ କଣା ହୋଇଯାଇଛି ।
ତେବେ ବଜ୍ରପାତରେ ଘର ଲୋକଙ୍କ ର କାହାର କିଛି ହୋଇନାହିଁ ସମସ୍ତେ ସୁରକ୍ଷିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here