ଆମ ରିପୋଟରକନ୍ଧମାଳଜିଲ୍ଲାରାଜ୍ୟ

ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ : କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ଖମନପଡ଼ା ୫୯ ନଂ ଜାତୀୟ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଓଡିଶା ପ୍ରଗତି ଦଳ ତରଫରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଡିଶା ପ୍ରଗତି ଦଳ ତରଫରୁ ଢେଙ୍କାନାଳ ପ୍ୟାଲେସ ନିକଟବର୍ତ୍ତୀ ଇଲେକ୍ଟ୍ରି ଅଫିସକୁ ଘେରାଉ କରାଯାଇଥିଲା…

ଆମ ରିପୋଟରଗଜପତିଜିଲ୍ଲା

ପଲିଥିନ ବ୍ୟବହାର ବୃଦ୍ଧି : ପ୍ରଶାସନିକ ପଦକ୍ଷେପ ଦାବୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ ବହୁଳ ପଲିଥିନ ବ୍ୟବହାର ଦ୍ୱାରା ସହରରେ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁ ଙ୍କ ମହାପ୍ରୟାଣ ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ମହାପ୍ରୟାଣ…

ଆମ ରିପୋଟରକନ୍ଧମାଳଜିଲ୍ଲା

ମହଙ୍ଗା ପଡିଲା ବିବାହ ଭୋଜି ଆୟୋଜନ : କୋଭିଡ ନିୟମ ଭାଙ୍ଗି ଗଣିଲେ ୨୦ ହଜାର ଟଙ୍କା ଜରିମାନା !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ…

ଅନୁଗୁଳଆମ ରିପୋଟରଜିଲ୍ଲା

ବାତ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇଲେ ବିଜୁ ଯୁବ ଜନତା ଦଳ ସଦସ୍ୟ !!

ଅନୁଗୁଳ (ଆୱାଜ଼ ମିଡ଼ିଆ)- ଅଶ୍ୱିନୀ କୁମାର ଦେବତା : କରୋନା ଦାଉ ସାଧୁ ଥିବା ବେଳେ ବାତ୍ୟା ‘ୟସ’ ଯେପରି ବୋଝ ଉପରେ ନଳିତା ବିଡା ସଦୃଶ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିରେ ପୁଣି 80 ଜଣ କରୋନା ପଜିଟିଭ ଚିହ୍ନଟ !!!

ଗଜପତି (ଆୱାଜ଼ ମିଡ଼ିଆ)- ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 80 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଭାଗିରଥି ସାଗର ପୁନରୁଦ୍ଧାର ପାଇଁ ଯୋଜନା : ପରିଦର୍ଶନ କଲେ ପୋୖରାନିର୍ବାହୀ ଅଧିକାରୀ !!!

ଢେଙ୍କାନାଳ (ଆୱାଜ଼ ମିଡ଼ିଆ)- ରଞ୍ଜିତ ବେହେରା : ଢେଙ୍କାନାଳର ଗାନ୍ଧି ମନ୍ଦିର ରୋଡ଼ ନିକଟବର୍ତ୍ତୀ ଭାଗିରଥି ସାଗରକୁ ପରିଦର୍ଶନ କରିଛନ୍ତି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର…

କନ୍ଧମାଳଜିଲ୍ଲାରାଜ୍ୟ

ସାମ୍ବାଦିକଙ୍କ ପ୍ରତି ପୁଲିସ ର ଦୁର୍ବ୍ୟବହାର ଘଟଣା ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି !!!

କନ୍ଧମାଳ (ଆୱାଜ଼ ମିଡ଼ିଆ)-ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ…