ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ସହ ଜଣେ ଗିରଫ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ…

ଆମ ରିପୋଟରକଟକଜିଲ୍ଲା

ଆଠଗଡ ବିକାଶ ମଞ୍ଚ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ ନାୟକ : ମହାମାରୀ କରୋନା ବିସ୍ତାର କରିବାରେ ଲାଗିଛି କାୟା . ସଂକ୍ରମଣ ରୋକିବା ପାଇଁ ଗ୍ରହଣ…

ଅନୁଗୁଳଆମ ରିପୋଟରଜିଲ୍ଲା

ଜୀବନ ଯୁଦ୍ଧରେ ହାରିଗଲେ ସାମ୍ବାଦିକ ରଘୁନାଥ ସାହୁ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) ଚିନ୍ମୟୀ ଦାସ : ମହାମାରୀ କରୋନା ର କରାଳ ଛାୟା ଅନେକଙ୍କୁ ଛଡାଇ ନେଲାଣି . କର୍ମକ୍ଷେତ୍ରରେ ବେଶ ପାରଦର୍ଶିତା…

ଆମ ରିପୋଟରକଟକଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ରୁଟି ବ୍ୟାଙ୍କ କାର୍ଯ୍ୟକ୍ରମରେ ସାମିଲ ହେଲେ ସାଇନ ଅଫ ସଂଧ୍ୟାର ଚେୟାର ପର୍ସନ !!!

ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଉଛି ” ରୁଟି ବ୍ୟାଙ୍କ “ କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଅସହାୟ ପଶୁ ମାନଙ୍କୁ…

ଆମ ରିପୋଟରଗଜପତିଜିଲ୍ଲା

କମୁଛି ସଂକ୍ରମିତଙ୍କ ସଂଖ୍ୟା : ନୂଆ 38 ପଜିଟିଭ ଚିହ୍ନଟ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆଜି ପୁଣି 38 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ବାତ୍ୟା ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାମୁଦ୍ରିକ ବାତ୍ୟା ‘ୟାସ’ ଜନିତ କ୍ଷୟକ୍ଷତି ଏବଂ ଉଦ୍ଧାର ଓ ଥଇଥାନ କାର୍ଯ୍ୟର ସମୀକ୍ଷା…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜ୍ୟ

ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ : କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ଖମନପଡ଼ା ୫୯ ନଂ ଜାତୀୟ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଓଡିଶା ପ୍ରଗତି ଦଳ ତରଫରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଡିଶା ପ୍ରଗତି ଦଳ ତରଫରୁ ଢେଙ୍କାନାଳ ପ୍ୟାଲେସ ନିକଟବର୍ତ୍ତୀ ଇଲେକ୍ଟ୍ରି ଅଫିସକୁ ଘେରାଉ କରାଯାଇଥିଲା…

ଆମ ରିପୋଟରଗଜପତିଜିଲ୍ଲା

ପଲିଥିନ ବ୍ୟବହାର ବୃଦ୍ଧି : ପ୍ରଶାସନିକ ପଦକ୍ଷେପ ଦାବୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ ବହୁଳ ପଲିଥିନ ବ୍ୟବହାର ଦ୍ୱାରା ସହରରେ…