ଆମ ରିପୋଟରଗଜପତିଜିଲ୍ଲାରାଜ୍ୟରାୟଗଡା

କୋଭିଡ ପରୀକ୍ଷା କେନ୍ଦ୍ରକୁ ସାହି ବାସିନ୍ଦାଙ୍କ ବିରୋଧ ।

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : କୋଭିଡ ପରୀକ୍ଷା କେନ୍ଦ୍ରକୁ ସାହି ବାସିନ୍ଦାଙ୍କ ବିରୋଧ । ରାୟଗଡା ସହର ର ଗାନ୍ଧୀନଗର…

ଆମ ରିପୋଟରକନ୍ଧମାଳଜିଲ୍ଲା

ସ୍ମାର୍ଟ ସ୍କୁଲ କାର୍ଯ୍ୟ ର ତଦାରଖ କଲେ ଜିଲ୍ଲାପାଳ

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଯୁବ ପ୍ରତିଭାଙ୍କୁ ଛଡାଇ ନେଲା ମହାମାରୀ : ସମଗ୍ର ଢେଙ୍କାନାଳରେ ଶୋକର ଛାୟା !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ମହାମାରୀ କରୋନା ଜାରି ରଖିଛି ତାର କରାଳ ପ୍ରଭାବ . ପ୍ରତିଦିନ କେଉଁଠୁ ନା…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ସାଆନ୍ଦା ସରପଞ୍ଚଙ୍କ ଦ୍ୱାରା ସଚେତନତା ବାର୍ତ୍ତା ପ୍ରଦାନ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ମହାମାରୀ କରୋନା ସଂକ୍ରମଣ ପରିସ୍ଥିତିରେ ସାଆନ୍ଦା ସରପଞ୍ଚ ଲୋକ ମାନଙ୍କ ମଧ୍ୟରେ କରୋନା ସମ୍ବନ୍ଧୀୟ…

ଆମ ରିପୋଟରଗଜପତିଜିଲ୍ଲା

ଆମ୍ମା ଚ୍ୟାରିଟେବଲ ଟ୍ରଷ୍ଟ ପକ୍ଷରୁ ସାନିଟାଇଜର ଓ ମାସ୍କ ବଣ୍ଟନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା କାଶୀ ନଗର ବ୍ଳକର କେ. ସୀତାପୁର ଠାରେ ଆମ୍ମା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ସଟଡାଉନରେ ଢେଙ୍କାନାଳ ପୋଲିସ ତରଫରୁ କଡ଼ା ଚେକିଂ !

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା: ସପ୍ତାହାନ୍ତ ସଟଡାଉନ ପାଇଁ ଢେଙ୍କାନାଳ ପୋଲିସ ତରଫରୁ କଡ଼ା ଚେକିଂ କରାଯାଉଛି । ସହରର ବିଭିନ୍ନ…

Breaking newsଗଜପତିଜିଲ୍ଲା

ଟ୍ରାକ୍ଟର ସ‌ହ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ !

ଗଜପତି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଟ୍ରାକ୍ଟର ସ‌ହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ।…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ସମ୍ଭାବ୍ୟ ବାତ୍ୟା ‘ୟସ’ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ର…

ଆମ ରିପୋଟରକନ୍ଧମାଳଜିଲ୍ଲା

କୋଭିଡ ସଂକ୍ରମିତଙ୍କ ଶବଦାହ କରି ପ୍ରଶଂସିତ ହେଲେ ଟିମ ହ୍ୟୁମାନିଟିର ସଦସ୍ୟ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନା ମହାମାରୀର ଦ୍ୱିତୀୟ ଲହର ନେଇ ଚାଲିଛି ଗୋଟାଏ ପରେ ଗୋଟାଏ ଜୀବନ…