ଆମ ରିପୋଟରଜିଲ୍ଲାନୟାଗଡ

ଓଡ଼ଗାଁ ଏନଏସି ପକ୍ଷରୁ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ପକ୍ଷରୁ ହିତାଧିକାରୀ ମାନଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର କର୍ମକର୍ତ୍ତା ବୈଠକ !

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ଠାରେ ବିଜୁ ଛାତ୍ର ଜନତା ଦଳ ର ବ୍ଲକ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡା ଉପଖଣ୍ଡ କାରାଗାରର ବିଚାରଧୀନ କଏଦୀ ବ୍ରହ୍ମପୁର ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାଲିଗୁଡା ଉପଖଣ୍ଡ କାରାଗାରର ଏକ ବିଚାର ଧୀନ କଏଦୀ ବ୍ରହ୍ମପୁର କୋଭିଡ ମେଡିକାଲରେ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଅଗଷ୍ଟ ୯ କ୍ରାନ୍ତି ଦିବସରେ ନୟାଗଡ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେବ କଂଗ୍ରେସ !!!

ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ଧରି ପାଟିରେ କଳାକନା ବାନ୍ଧି ଲଣ୍ଠନ ଧରି ଅଭିନଵ ଶୈଳୀରେ ହେବ ପ୍ରତିବାଦ ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଉତ୍କଳ ଘଣ୍ଟ ଯଦୁମଣୀଙ୍କ ନାମରେ ପ୍ରଦାନ କରାଯିବ ରାଜ୍ୟସ୍ତରୀୟ ପୁରସ୍କାର !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପ୍ରସିଦ୍ଧ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ନାମରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ଲୋକଙ୍କୁ ମିଳୁନି ସେବା : ଖତ ଖାଉଛି ଆମ୍ବୁଲାନ୍ସ

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ସରକାର…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାଙ୍କୀ ବିଧାୟକଙ୍କ ଫଟୋ ଗ୍ୟାଲେରୀ ରୁ ଅସିତ ଜେନା ଆଉଟ !!

ଇମେଜ ବଞ୍ଚାଇବାକୁ ଉଦ୍ୟମ : କାର୍ଯ୍ୟକ୍ରମରୁ ଆଉଟ !! ପଦବୀରୁ କେବେ ?? ବାଙ୍କୀ / ଡମପଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସିନର୍ଜି ଇଞ୍ଜିନିୟରିଂ କଲେଜ ପକ୍ଷରୁ ଜାତୀୟ ସ୍ତରର ୱେବିନାର ଅନୁଷ୍ଠିତ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର ସିନର୍ଜି ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଆଲୁମିନି ଆସୋସିଏସନ ଓ କମ୍ପ୍ୟୁଟର…