ଖୋର୍ଦ୍ଧା ସଦର ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ମଧୁପୁର ରେଲୱେ ଗେଟ୍ ନିକଟରେ ଯୁବକଙ୍କ ଆତ୍ମହତ୍ୟା . ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ପୂର୍ବତଟ ରେଳପଥର ଧଉଳିମୁହଁ ନିକଟ ମଧୁପୁର ରେଲୱେ ଗେଟ୍ ନିକଟରେ ଜଣେ ଯୁବକ ଚଳନ୍ତା ଟ୍ରେନ୍ ଆଗରେ ମୁଣ୍ଡ ଦେଖାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକଙ୍କ ଠିକଣା ଅଦ୍ୟାବଧି ଜଣା ପଡିନାହିଁ । ଏ ନେଇ ଗେଟ୍ ରେ କାର୍ଯ୍ୟରତ କର୍ମଚାରୀ ରେଳବାଇ ପୋଲିସ କୁ ଜଣାଇଥିବା ସୂଚନା ମିଳିଛି ।
ମଧୁପୁର ରେଲୱେ ଗେଟ୍ ନିକଟରେ ଯୁବକଙ୍କ ଆତ୍ମହତ୍ୟା !!

