ରାଜ୍ୟସ୍ତରୀୟ କିନ୍ନର କଲ୍ୟାଣ ବୋର୍ଡ ଗଠନ ପାଇଁ ଦାବୀ !!

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ରାଜ୍ୟସ୍ତରୀୟ କିନ୍ନର କଲ୍ୟାଣ ବୋର୍ଡ ଗଠନ ପାଇଁ ଦାବୀ ରଖିଲେ ନରସିଂହପୁର କିନ୍ନର ସଂଘ ସଭାପତି ନିହାରିକା କିନ୍ନର . ନରସିଂହପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କିନ୍ନର ମାନଙ୍କ ସୁରକ୍ଷା ନିମନ୍ତେ କିନ୍ନର କଲ୍ୟାଣ ବୋର୍ଡ ଗଠନ କରାଯିବା ଆବଶ୍ୟକ ବୋଲି ଦାବୀ କରିଛନ୍ତି । ସରକାରଙ୍କ ପାଖରେ ନିଜର ଦାବୀ ଉପସ୍ଥାପନା କରିବା ପାଇଁ ଆସନ୍ତା ମଙ୍ଗଳବାର ଦିନ କିନ୍ନର ସଂଘ ତରଫରୁ ଲୋୟର ପିଏମଜି ରେ ପ୍ରଦର୍ଶନ କରାଯିବ ।

Leave a Reply

Your email address will not be published. Required fields are marked *