ନୁଆଗାଁ ରେ ଭୂମିହୀନଙ୍କୁ ଜମି ପଟା ବଣ୍ଟନ କଲେ ଦଶପଲ୍ଲା ବିଧାୟକ ।।

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୁଆଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଭୂମିହୀନ ମାନଙ୍କୁ ଜମି ପଟା ବଣ୍ଟନ କରାଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଭୂମି ପଟ୍ଟା ବଣ୍ଟନ କରିଥିଲେ . ଅନ୍ୟତମ ଅତିଥି ଭାବେ ନୁଆଗାଁ ତହସିଲଦାର ପ୍ରଳୟନନ୍ଦ ଶତପଥୀ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ , ନୟାଗଡ଼ ଜିଲା ବିଜେଡି ଉପ-ସଭାପତି ଦିଲ୍ଲିପ କୁମାର ଦଳବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *