ମରଣଯନ୍ତା ପାଲଟିଛି କୋଦୁଅବେରେଣୀ ବାଇପାସ ପାଖ ରାସ୍ତା !!!

Spread the love

ଖାଲଖମା ରେ ଭର୍ତ୍ତି ହୋଇଛି ରାସ୍ତା : ନିଦାବିଷ୍ଣୁ ସାଜିଛି ପୂର୍ତ୍ତ ବିଭାଗ

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ – ଖୋର୍ଦ୍ଧା ଜିଲ୍ଲାର ସୀମାନ୍ତରେ ରାଜ୍ୟ ରାଜପଥର ଅବସ୍ଥା ଆଖିରେ ନଦେଖିବା ଲୋକ ବିଶ୍ୱାସ କରିବା ନାହିଁ . ଖୋର୍ଦ୍ଧା – କଣ୍ଟିଲୋ ମୁଖ୍ୟ ରାସ୍ତାର କୋଦୁଅବେରେଣୀ ବାଇପାସ ଠାରୁ ଧଳାପଥର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା କାରଣରୁ ଘଟୁଛି ଦୁର୍ଘଟଣା . ରାସ୍ତା ର ଅବସ୍ଥା ଏପରି ଯେ , ଯାନବାହାନ ତ ଦୂରର କଥା ଦୁଇ ଚକିଆ ଗାଡି ଏବଂ ପାଦରେ ଚାଲି କରି ଯିବା ମଧ୍ୟ ଅସମ୍ଭବ ଅଟେ . ବାଇପାସ ରାସ୍ତା ଦେଇ ଅବାଧ ଭାରୀଯାନ ଚଳାଚଳ କାରଣରୁ ରାସ୍ତା ନଷ୍ଟ ହୋଇଥିବା ସ୍ଥଳେ ଏବେ ଦାଉ ସାଧିଛି ଲଘୁଚାପ ଜନିତ ଲଗାଣ ବର୍ଷା .

Leave a Reply

Your email address will not be published. Required fields are marked *