ଆମ ରିପୋଟରଜିଲ୍ଲାନୟାଗଡ

ଉନ୍ମୋଚିତ ହେଲା “ମନ୍ଦାକିନୀ ତୀରେ”

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ରଣପୁରର ମନ୍ଦାକିନୀ ସାହିତ୍ୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଶିକ୍ଷକଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା

ଖୋର୍ଦ୍ଧା ( ଆୱାଜ ମିଡିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ରଘୁନାଥ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ…

ଆମ ରିପୋଟରଜିଲ୍ଲାଯାଜପୁର

ବଜ୍ରପାତ ଜନିତ କ୍ଷୟକ୍ଷତି : ଘର ଛାତ ହେଲା କଣା !!!

ଯାଜପୁର ( ଆୱାଜ ମିଡିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଏବଂ ବଜ୍ରପାତ ଜନିତ କ୍ଷୟକ୍ଷତି ଘଟିଛି ।…

ଆମ ରିପୋଟରଗଜପତିଜିଲ୍ଲା

ପାରଳାର ବସନ୍ତ ବିହାରକୁ ନିଷିଦ୍ଧ।ଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ !!!

ଗଜପତି ( ଆୱାଜ ମିଡ଼ିଆ ) ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବସନ୍ତ ବିହାରକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧ।ଞ୍ଚଳ ଘୋଷଣା…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦାଗଡର ସୌନ୍ଦର୍ଯ୍ୟ କରଣ ପାଇଁ ସ୍ୱଚ୍ଛ ସୁକିନ୍ଦା ମିଶନ ତରଫରୁ ସଫେଇ ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାର ସ୍ୱଚ୍ଛ ସୁକିନ୍ଦା ମିଶନ ତରଫରୁ ଆରମ୍ଭ ହୋଇଛି ସଫେଇ କାର୍ଯ୍ୟ . ସୁକିନ୍ଦାଗଡର…

ଆମ ରିପୋଟରଗଜପତିଜିଲ୍ଲା

ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଓଡ଼ିଶା ମୋ ପରିବାର…

ଆମ ରିପୋଟରଜିଲ୍ଲାଯାଜପୁର

ବଜରଙ୍ଗ ଦଳର ବ୍ୟାନର ଚିରା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା !!

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧିନସ୍ଥ ସୁକିନ୍ଦା ମହାବିଦ୍ୟାଳୟ ସମ୍ନାରେ ବଜରଙ୍ଗ ଦଳ ତରଫରୁ…

ଆମ ରିପୋଟରଗଜପତିଜିଲ୍ଲା

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ପାଳିତ ହୋଇ ଯାଇଛି ପ୍ରବାଦ ପୁରୁଷ…

ଆମ ରିପୋଟରଜିଲ୍ଲାନୟାଗଡ

ରଣପୁର ରେ ନିଆରା ଢଙ୍ଗରେ ପାଳିତ ହେଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ନବ ଉତ୍କଳର ନିର୍ମାତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ…