ଆମ ରିପୋଟରକଟକଜିଲ୍ଲା

ଶ୍ରୀରାମ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଖୁବ୍ ଧୁମ୍ ଧାମରେ ପାଳିତ !!!

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲାର ୪୨ ମୌଜା ଅଞ୍ଚଳ ର ବ୍ରହ୍ମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମ (…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗଜଲକ୍ଷ୍ମୀ ମେଢ଼ରେ ଚମକୁଛି ଧଳାପଥର ବଜାର !!!

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଧଳାପଥର ବଜାରରେ ମହା ସମାରୋହରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା । ଖୋର୍ଦ୍ଧା…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ସମୁଖରେ ଥିବା ନାମ ଫଳକରେ ସହର ନାମ ଭୁଲ ଲେଖାକୁ ନେଇ ଅସନ୍ତୋଷ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଲାଗ…

ଅପରାଧଆମ ରିପୋଟରକଟକଜିଲ୍ଲା

ଏସିଡ ମାଡ଼ ଘଟଣାକୁ ବିରୋଧ କରି ଡିସିପି ଙ୍କ ଦ୍ବାରସ୍ଥ ହେଲେ ହିନ୍ଦୁସେନାର ସଦସ୍ୟ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଦୁଇ କଲେଜ ଛାତ୍ରଙ୍କୁ ଏସିଡ ମାଡ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

୯୩୪ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

କେନ୍ଦୁଝର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇ ନଥିବା ବେଳେ…

Breaking newsଆମ ରିପୋଟରଜିଲ୍ଲାଯାଜପୁର

ହାତୀବାରି ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହାତୀବାରି ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର ଆହତ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାରେ ଖାଲି ପଡିଛି ବିଭିନ୍ନ ବିଭାଗର ପଦବୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବିଭିନ୍ନ ବିଭାଗର ପଦାଧିକାରୀ ପଦବୀ ଖାଲି ପଡ଼ିଛି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଉମାମହେଶ୍ଵର ଦେବଙ୍କ ମନ୍ଦିର ପରିସରରେ ଦ୍ଵୀପ ଲଗାଉଥିବା ବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ପ୍ରସିଦ୍ଧ ଶୈବପୀଠ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିରେ କାର୍ତ୍ତିକ ପ୍ରଥମ ସୋମବାର ରେ ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ସମାଗମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ଭକ୍ତଙ୍କ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରାଣୀପଡ଼ା ଗ୍ରାମରେ ଶୌଚ ସମୟରେ ଶାଳିଆ ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଘଟି ଯାଇଛି ଏକ…