ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆ ପାର୍କ ବଜାର ସାହି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସମୁଖରେ ନୃତନ ଭାବେ ଆରମ୍ଭ ହେଲା “ସାହୁ ମେଡିସିନ ଷ୍ଟୋର । ଏହି ନୃତନ ମେଡିସିନ ଷ୍ଟୋରକୁ ଶୁଭ ଉଦଘାଟନ କରିଥିଲେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ । ଉଦଘାଟନ ଉତ୍ସବ ରେ ମେଡିସିନ ଷ୍ଟୋର ମାଲିକ ବିଭୁ ପ୍ରସାଦ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତିଙ୍କ ସମେତ ସାହୁ ପରିବାରର ସମସ୍ତ ସଦସ୍ୟ ଓ ଷ୍ଟୋର ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ବାଣପୁରରେ ” ସାହୁ ମେଡିସିନ ଷ୍ଟୋର ” ର ଶୁଭାରମ୍ଭ !!!

