ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ! ସାଇକେଲ ରେ ସଚେତନତା ଯାତ୍ରା କରି ସାଧାରଣ ଲୋକଙ୍କୁ ସଚେତନ କରାଇଲେ ବାଙ୍କୀ ଉପ ଜିଲ୍ଲାପାଳ ଏବଂ ଏନଏସି ନିର୍ବାହୀ ଅଧିକାରୀ ! ବାଙ୍କୀ ଉପ ଜିଲ୍ଲାପାଳ ମନସ୍ବିନୀ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସାଇକେଲ ସଚେତନତା ଯାତ୍ରା ଆୟୋଜିତ ହୋଇଯାଇଛି ! ଅଧିସୂଚିତ କ୍ଷେତ୍ର ପରିଷଦ ନିର୍ବାହୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ସଘନ ସଂଶୋଧନ ସମ୍ପର୍କରେ ସଚେତନ କରାଇଥିଲେ !

Leave a Reply

Your email address will not be published. Required fields are marked *