ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତ ବିପକ୍ଷ ଐତିହାସିକ ବିଜୟର ଦିନକ ପରେ ପଦ ଛାଡ଼ିଲେ ଆୟର୍ଲ୍ୟାଣ୍ଡ ମୁଖ୍ୟ କୋଚ୍ ! ମାଲାନଙ୍କ ଇସ୍ତଫାକୁ କ୍ରିକେଟ ଆୟର୍ଲ୍ୟାଣ୍ଡ ଗ୍ରହଣ କରି ନେଇଛି । ତାଙ୍କ ବଦଳରେ ପୂର୍ବତନ ଟି-୨୦ ଅଧିନାୟକ ଓ ବର୍ତ୍ତମାନର ସହକାରୀ କୋଚ୍ ଗ୍ୟାରି ୱିଲସନଙ୍କୁ ତତ୍କାଳ ପ୍ରଭାବ ଆୟର୍ଲ୍ୟାଣ୍ଡ ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ୩ ଥରର ଟି-୨୦ ବିଶ୍ୱ ବିଜେତା ଭାରତ ବିପକ୍ଷରେ ଐତିହାସିକ ସିରିଜ ବିଜୟର ଗୋଟିଏ ଦିନ ପରେ ଆୟର୍ଲ୍ୟାଣ୍ଡ କ୍ରିକେଟ୍ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତକୁ ଟି-୨୦ ସିରିଜରେ ୨-୦ରେ ହରାଇଥିବା ଆୟର୍ଲ୍ୟାଣ୍ଡ ପୁରୁଷ ଦଳର ମୁଖ୍ୟ କୋଚ୍ ହେନରିକ୍ ମାଲାନ ନିଜ ପଦରୁ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଛନ୍ତି ।
ଭାରତ ବିପକ୍ଷରେ ଆୟର୍ଲ୍ୟାଣ୍ଡ ର ଐତିହାସିକ ବିଜୟ : ପଦ ଛାଡ଼ିଲେ ଆୟର୍ଲ୍ୟାଣ୍ଡ ମୁଖ୍ୟ କୋଚ୍ !!!

