ଆମ ରିପୋଟରଗଜପତିଜିଲ୍ଲା

ରାଜ୍ୟପାଳଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ : ମହେନ୍ଦ୍ର ମେଳାରେ ଯୋଗଦେଲେ ମହାମହିମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼.ହରିବାବୁ କମ୍ଭମପତି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରିଠାରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକରେ ଶୋକର ଛାୟା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ଠିକାଦାର, ବ୍ୟବସାୟୀ…

ଆମ ରିପୋଟରଗଜପତିଜିଲ୍ଲା

ସ୍ବତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ପଦଯାତ୍ରା ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ପ୍ୟାଲେସ୍‌ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପଦର୍ଶନୀ ଗ୍ରୁହ ଠାରେ ସମାଜମଙ୍ଗଳ ହୁଣ୍ଡିଦାନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର…

ଆମ ରିପୋଟରକଟକଜିଲ୍ଲା

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ରକ୍ତଦାନ ମହତ ଦାନର ବାର୍ତ୍ତା !!!

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଟାଙ୍ଗୀ ଟେଟ୍ରାହେଡ୍ରନ୍ କଲେଜ କ୍ୟାମ୍ପସ ରେ ରକ୍ତଦାନ ଶିବିର ଆୟୋଜିତ ! ଟେଟ୍ରାହେଡ୍ରନ୍ ଏଜୁକେସନାଲ୍…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଅଙ୍ଗନବାଡି କର୍ମୀ ପୁନଃ ନିଯୁକ୍ତି ନେଇ ଉତ୍ତେଜନା !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ବିଜୟଚନ୍ଦ୍ରପୁର ରେ ପୁନଃ ଅଙ୍ଗନବାଡି କର୍ମୀ ନିଯୁକ୍ତି କୁ ନେଇ ଦେଖା ଦେଇଛି…