ଥାନା କ୍ୱାଟର୍ସ ରୁ ଆଇଆଇସି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କଟକ ଚାଉଳିଆଗଞ୍ଜ ଥାନା କ୍ୱାଟର୍ସ ଭିତରୁ ମହିଳା ଆଇଆସିସି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ! ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ସମୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *