ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଅଜବ ହୋଇଛି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ! କଟକ ସହର ଉପକଣ୍ଠ ନରାଜ ଅଂଚଳରେ ଦେଖିବାକୁ ମିଳିଛି ଏମିତି ଘଟଣା ! କେଉଁଠି ଦିନ ଦ୍ଵିପ୍ରହରେ ଷ୍ଟ୍ରିଟ ଲାଇଟ ଜଳୁଛି ତ ଆଉ କେଉଁଠି ମାସ ମାସ ଧରି ଅଚଳ ହୋଇ ପଡିଥିବା ଲାଇଟ ର ମରାମତି ହେଉନାହିଁ !
କେଉଁଠି ଦିନ ଦ୍ଵିପ୍ରହରେ ଷ୍ଟ୍ରିଟ ଲାଇଟ ଜଳୁଛି : ଆଉ କେଉଁଠି ମାସ ମାସ ଧରି ଅଚଳ !!!

