ବୋଲଗଡ଼ ଡ୍ରାଇଭର ସଂଘ ପକ୍ଷରୁ କରୋନା ସଚେତନତା !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଦର ମହକୁମାର ତହସିଲ କାର୍ଯ୍ୟାଳୟ ଛକ ସମ୍ମୁଖରେ ବୋଲଗଡ଼ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୋଲଗଡ଼ ଥାନା ଉପ ଆରକ୍ଷୀ ଅଧିକାରିଣୀ ସୁଜାତା ପଲେଇ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପରେ ପଥଚାରୀ ମାନଙ୍କୁ ସାନିଟାଇଜର, ମାସ୍କ, ବିସ୍କୁଟ ଓ ପାଣି ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ରଖିବା, ମାସ୍କ ପିନ୍ଧିବା ଓ କୋଭିଡ-୧୯ ନିୟମକୁ ପାଳନ କରିବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *