ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଇନ୍ଦ୍ରାଣୀପାଟଣା ଗ୍ରାମ ପଞ୍ଚାୟତ ରେ ସରକାର ଙ୍କ କାମ କୁ ନେଇ ପୁଣି ଅଶାନ୍ତିର ବାତାବରଣ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ଇନ୍ଦ୍ରାଣୀ ପାଟଣା ଗ୍ରାମ ପଞ୍ଚାୟତରେ ଆଜି ଦେଖିବାକୁ ମିଳିଛି ପୁଣି ଏକ ନୂଆ ଅଧ୍ୟାୟ l ପଞ୍ଚାୟତ ର ବିଭିନ୍ନ କାମକୁ ନେଇ ଉତେଜନା ହୋଇ ଥିଲା ଦୁଇ ଗୋଷ୍ଟି ଙ୍କ ମଧରେ ଯୁକ୍ତି ରେ କଥା କଟା କଟି ହୋଇ ଥିଲାକାରଣ ନଦୀ କୂଳରେ ଏକ ପାର୍କ ର ନବୀ କରଣ ହେବାକୁ ଯାଉ ଥିବାକୁ ନେଇ କିନ୍ତୁ ଗ୍ରାମର ଅବଶିଷ୍ଟ ମହିଳା ଓ ପୁରୁଷ ବ୍ୟକ୍ତି ମାନେ ସାମର୍ଥନ କରି ସମାଲୋଚନା ମଧ୍ୟ କରି ଥିଲେ କହି ଥିଲେ ହଉ ବୋଲି କରଣ ପଚିସିବର୍ଷ (25 ) ଧରି ବିଭିନ୍ନ ସରପଞ୍ଚ ଠିଆ କରି ଶାସନ କରି ଆସୁ ଥିବା ବ୍ୟକ୍ତି ଜଣକ ହେଉ ଛନ୍ତିପୃର୍ବ ତନ ଜିଲ୍ଲା ପାରିଷଦ ରଞ୍ଜନ ସ୍ୱାଇଁ ବାବୁ ନିଜର ଦବ ଦେବାକୁ ପଞ୍ଚାୟତରେ ଜାହିର ରଖିବା ପାଇଁ l ସେଇ ସମୟରେ ସରପଞ୍ଚ ଙ୍କ ପ୍ରତି ନିଧି ବିନୟ ମଲ୍ଲୀକ ପହଁଚି ଥିଲେ ଏବଂ ଗ୍ରାମର କିଛି ଲୋକ ଓ ମହିଳା ଙ୍କ କଥାକୁ ଶୁଣି ଥିଲେ ଏବଂ ବୁଝାଇ ଥିଲେ କହି ଥିଲେ ସରକାର ଙ୍କ ଯେଉଁ କାମ ପାଇଁ ପଇସା ଆସିଛି ସେଇ କାମ ସରୁ ତାପରେ ଆପଣଙ୍କର ଯେଉଁ ପାଇଁ ପ୍ରତିବାଦ ଅଛି ପୁଣି ସେଇ କାମ ପାଇଁ ପୁଣି ଅର୍ଥ ଆଣିବୁ ସମାଧାନ ବି କରିବୁ ଖୁବ ଶୀଘ୍ର ବାଧକ ସାଜି ଥିବା ଲୋକେ ଏବଂ ମହିଳା ବୁଝି ଥିଲେ l ଏହା ଯେ କେଉଁ କାରଣ ରୁ ଏପରି ପରି ସ୍ଥିତି ଘଟିଲା ତାହା ଜନ ସମାଜ ବୁଝିବା ଦରକାର ଏହାକୁ ଅତିରୁ ଅତି ସାଙ୍ଘାତିକ ପରିସ୍ଥିତି କରିବା ପାଇଁ ll କିନ୍ତୁ କିଛି ମନ୍ଦ ବ୍ୟକ୍ତି ମାନେ ନିଜର ସ୍ୱାର୍ଥ କୁ ବଜାଇ ରଖିବା ପାଇଁ କାଳ୍ପନିକ କରି ଭିଆଇ ଥିଲେ ପରି ସ୍ଥିତି କୁ l ଏହା ପୁଣି ନିଆଁରେ ଘିଅ, ଲୁଣ ଏବଂ ଝୁଣା ଢ଼ାଳିବା ଭଳି କାମ ସଡ଼ ଯନ୍ତ୍ର କରି ଏହା ପୁଣି ପୃର୍ବତନ ଜିଲ୍ଲା ପରିଷଦ କହି ବୁଲୁ ଥିବା ବ୍ୟକ୍ତି ଙ୍କ ପରି କାଳନାଁରେ ବୋଲି ଯାହା ସୂଚନା ମିଳୁଛି ଗ୍ରାମ ବାସୀଙ୍କ ମୁହଁରୁ l ଏବେ ଲୋକଙ୍କ ର ଭିତରେ ଆଲୋଚନା ପାତ୍ର ହୋଇ ଛି ଯେ ସେ କେତେବେଳେ କଂଗ୍ରେସ ପାରିରେ ରହି କାମ କରୁ ଛନ୍ତି ତ କେତେବେଳେ ବିକେଡ଼ିରେ ରହି ତ କେତେବେଳେ ବିଜେପିରେ ରହି ନିଜକୁ ବଡ଼ ନେତା କହି ନିଜର ଦବ ଦବା ଜାହିର କରିବା ପାଇଁ ନିରୀହ ଜନତା ଙ୍କ ଉପରେ ନିଜର ଚାପ ପକାଇ ଏପରି ଅମାନୁସିକ ଭାବରେ କାମ କରୁ ଛନ୍ତି l କଣ ପାଇଁ ସେଇ ରଞ୍ଜନ ସ୍ୱାଇଁ ନାମି ବ୍ୟକ୍ତି ଜଣଙ୍କ l ସମସ୍ତ ଙ୍କ ମନରେ ଗୋଟିଏ କଥା ଗ୍ରାମରେ ଶାନ୍ତି ସୁଖଳାରେ ସମସ୍ତେ ମିଳି ମିଶି କାମ କରୁ ଥିବା ବେଳେ ପୁଣି ପଞ୍ଚାୟତ ଭୋଟ ଅଳ୍ପ କିଛି ଦିନ ରହି ଥିବାରୁ ପୁଣି ବୁଶୃଙ୍ଖଳା ଦେଖିବାକୁ ଆରମ୍ଭ ହେଉ ଥିବା ର ସଂମ୍ବାବନା ଦେଖା ଦେଉ ଥିବା ବେଳେ ଗ୍ରାମ ର ଲୋକଙ୍କ ମନରେ ଭୟର ବାତା ବରଣ ହୁଙ୍କି ମାରି ପରି ହାସ ର ପାତ୍ର ହୋଇଛି l ଏବେ ସରପଞ୍ଚ ଙ୍କର କୋଟା ଅନୁ ଯାଇ କାମ ଆରମ୍ଭ ହେବାକୁ ଭୁମି ଅଧି ଗ୍ରହଣ ଚାଲି ଥିବା ବେଳେ କିଛି ଗ୍ରାମର ପିଲା ଏବଂ ମହିଳା ସେଇ କାମକୁ ମନାକରିବା ପାଇଁ ବାଧା ଦେଇ ଥିଲେ ଯାହା ଫଳରେ କାମ କରିବାକୁ ଯାଇ ଥିବା କଣ୍ଟାକ୍ଟର ମହା ଶୟ କାମ ବନ୍ଦ କରି ଦେଇ ଥିଲେ l ପୁଣି ଏହା ଦୁଇ ଦିନ ବିତି ଯାଇ ଥିବା ବେଳେ ପୁଣି ଥରେ ବିଡିଓଙ୍କ ର ପରାମର୍ଶ ନେଇ ପୁନର୍ବାର କାମ କରିବା ପାଇଁ ଚେଷ୍ଟା କରୁ ଥିବା ସମୟରେ ପୁଣି ଥରେ ବାଧକ ସାଜି ଥିଲେ ସେଇ କୁ ଚକ୍ରୀତ ଲୋକ ମାନେ l ପୁଣି ଆରମ୍ଭ ହୋଇ ଥିଲା କଥା କଟା କଟି ଏବଂ ବିଶୃଙ୍ଖଳା ର ପରିସ୍ଥିତି ର ବାତାବରର୍ଣ ଦେଖା ଦେଇ ଥିଲା ଏପରି ନିଜ ନିଜ ଭିତରେ l କିନ୍ତୁ କିଛି ଚମକ୍ତାର ହୋଇ ଥୀଲା ଯେ ସେଇ ବ୍ୟକ୍ତି ମାନେ ନିଜକୁ ନିଜ ବୁଝି ସୁଝି କହି ଥିଲେ ଜେ ତମେ କାମ କର ଏବେ ଆମର ଆଉ କିଛି କହିବାର ନାହିଁ l ପରିସ୍ଥିତି ଶିଥିଳ ପଡି ଥିଲା l ଗ୍ରାମର ସମସ୍ତ ଲୋକ ଙ୍କ ମନରେ ଆଲୋଚନା ଯେ ଏହା ଏପରି କେମିତି ହେଲା ଏହା ପଛରେ କାହାର କଣ ଉଦ୍ୟସ୍ୟ ଅଛି ବୋଲି l ସମୟ କହିବ ଆଗକୁ ପଞ୍ଚାୟତର ନିରୀହ ଜନତାଙ୍କ ର ନିଜ ନିଜ ଭିତରେ ପରି ସ୍ଥିତି କାରଣ ଆଗକୁ ପଞ୍ଚାୟତ ଭୋଟ ରହିଥିବାରୁ l

Leave a Reply

Your email address will not be published. Required fields are marked *