ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ! ସାଇକେଲ ରେ ସଚେତନତା ଯାତ୍ରା କରି ସାଧାରଣ ଲୋକଙ୍କୁ ସଚେତନ କରାଇଲେ ବାଙ୍କୀ ଉପ ଜିଲ୍ଲାପାଳ ଏବଂ ଏନଏସି ନିର୍ବାହୀ ଅଧିକାରୀ !

Leave a Reply

Your email address will not be published. Required fields are marked *