ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସ୍ୱାଧୀନ ଫାଉଣ୍ଡେସନ ଆନୁକୂଲ୍ୟରେ କର୍କଟ ପୀଡିତ ଭଗବାନ ସାହୁଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ଅର୍ଥରାଶି ପ୍ରଦାନ !!!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ସ୍ୱାଧୀନ ଫାଉଣ୍ଡେସନ ଆନୁକୂଲ୍ୟରେ ତାଳଚେର ଗ୍ରୀନ୍ ପାର୍କ ହୋଟେଲରେ ସମାଜମଙ୍ଗଳ ହୁଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିରେ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମିଶନ ଶକ୍ତି ଆନୁକୁଲ୍ୟରେ ବିଭିନ୍ନ ବିଭାଗ ସହିତ ସହଭାଗିତା ଏବଂ ଆର୍ଥିକ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ା ସବ୍‌ ଜେଲରୁ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ୍‌ଜେଲ୍‌ରୁ ଗତ ୧୩ରେ ଫେରାର ହୋଇଥିବା ବିଚାରାଧୀନ କଏଦୀ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ପ୍ରଥମ ଓଡ଼ିଆ ଗାନ୍ଧିବାଦୀ ଗୋବିନ୍ଦ ମିଶ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ !!

!!! ପ୍ରଥମ ଓଡ଼ିଆ ଗାନ୍ଧିବାଦୀଙ୍କୁ ଭୁଲି ଯାଇଛନ୍ତି ସରକାର !!! ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡ଼ିଶାର ପ୍ରଥମ ଗାନ୍ଧିବାଦୀ…

ଆମ ରିପୋଟରଜିଲ୍ଲାନୟାଗଡ

ନା ଶୁଣୁଛି ମୁନିସିପାଲିଟି ନା ଅଭିଯୋଗ ଶୁଣୁଛନ୍ତି ଜିଲ୍ଲାପାଳ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅଭିଯୋଗ କଲେ ବି ନା ଶୁଣୁଛି ନୟାଗଡ଼ ମ୍ୟୁନିସିପାଲଟି ନା ଶୁଣୁଛନ୍ତି ଜିଲ୍ଲାପାଳ ।…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବ୍ୟବଚ୍ଛେଦ ପାଇଁ ବଡ ଡାକ୍ତରଖାନାକୁ ପଠାଗଲା ଗଳିତ ଶବ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ…

ଅପରାଧଆମ ରିପୋଟରକଟକଜିଲ୍ଲା

ମଦୁଆ ଙ୍କ ଆଡାସ୍ଥଳି ପାଲଟିଛି ନିଶ୍ଚିନ୍ତକୋଇଲି ବ୍ଲକ ପରିସର ||

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସର୍ବସାଧାରଣ କାର୍ଯ୍ୟାଳୟରେ ନାହିଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା . କାର୍ଯ୍ୟାଳୟ ପରିସରରେ ଦିନ ଦ୍ୱିପ୍ରହର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କୋଭିଡ ନିୟମକୁ ଫୁ : ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ !!!

!!! ମାସ୍କ ଚେକିଙ୍ଗ ବେଳେ ତନାଘନା , ଗହଳି ବେଳେ ପୋଲିସ ପ୍ରଶାସନ ନିଘୋଡ଼ ନିଦ୍ରାରେ !!! ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ…

ଆମ ରିପୋଟରକଟକଜିଲ୍ଲା

ଓଁ ଶାନ୍ତି ଆଶ୍ରମରେ ନବବର୍ଷ ପାଇଁ ଆଧ୍ୟାତ୍ମିକ ଆସର !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ପ୍ରଜାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ନବବର୍ଷ ବଂଧୁ ମିଳନ ଆସର…

Breaking newsଆମ ରିପୋଟରଜିଲ୍ଲାନୟାଗଡମାଲିକାନଗିର

ମାଲକାନଗିରି ରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ କିଶୋର ମହାପାତ୍ର !!!

ମାଲକାନଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ କିଶୋର ମହାପାତ୍ର . ମାଲକାନଗିରି ରେ ନୟାଗଡ଼ ର ଆୱାଜ…