ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ପଞ୍ଚାୟତ ସମିତିରେ ଅନୁଷ୍ଠିତ ହେଲା ମିଶନ ଶକ୍ତି ଋଣମେଳା !!!

!!! ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ପାଞ୍ଚ କୋଟି ପଞ୍ଚାବନ ଲକ୍ଷ ଟଙ୍କା ଋଣ ବଣ୍ଟନ କରାଗଲା !!! ବାଣପୁର ( ଆୱାଜ ମିଡ଼ିଆ ) –…

ଆମ ରିପୋଟରକଟକଜିଲ୍ଲା

କନ୍ଦରପୁର ମହୋତ୍ସବ – ୨୦୨୧ରେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବେ ସମାଜସେବୀ ଅଜୟ କୁମାର ବେହେରା !!!

କଟକ ସଦର ( ଆୱାଜ୍ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର କଳାବିହାର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ଅବକାରୀ ବିଭାଗର ଚଢାଉ : ୧୬୦୦ ଗ୍ରାମ୍ ଗଞ୍ଜେଇ ଜବତ , ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀ ଅବକାରୀ ବିଭାଗ ତରଫରୁ କମାଗୁରୁ ଗ୍ରାମରେ ଚଢାଉ କରାଯାଇ ୧୬୦୦ ଗ୍ରାମ ଗଞ୍ଜେଇ…

ଆମ ରିପୋଟରଜିଲ୍ଲାରାୟଗଡା

ସମ୍ବାଦପତ୍ର ହକର ମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !!!

“ସାମାଜିକ ସୁରକ୍ଷାରେ ସାମିଲ କଲେ” ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବାଲୁଗାଁ ବାଇପାସରେ ବସକୁ ଧକ୍କା ଦେଲା ଟ୍ରକ୍ : ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର ବାଇପାସରେ ଘଟିଯାଇଛି ସଡ଼କ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ବନ୍ଧ ବାନ୍ଧିଲେ ସରକାର : ବନ୍ଧୁ ବାନ୍ଧିଲେ ଅଞ୍ଚଳବାସୀ !!!

!!! ବାଙ୍କୀ – ବଡମ୍ବା ମଧ୍ୟରେ ସମ୍ପର୍କର ନୂଆ ସେତୁ !!! କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ବଡମ୍ବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସମାଜସେବୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଦର ଗ୍ରାମରେ ସମାଜସେବୀ ବାସୁଦେବ…

Breaking newsଅପରାଧଆମ ରିପୋଟରଜିଲ୍ଲାରାଜ୍ୟରାୟଗଡା

ସାମ୍ବାଦିକଙ୍କ ବେଆଇନ ଗିରଫଦାରୀ କୁ ରାୟଗଡା ସାମ୍ବାଦିକ ସଂଘର ବିରୋଧ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମାଲକାନଗିରି ଜିଲ୍ଲାର ପାଞ୍ଚ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବେଆଇନ ଭାବେ ଗିରଫକୁ ବିରୋଧ କରି…