ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜାତୀୟ କନିଷ୍ଠ ଭଲିବଲ୍ ଟିମ ରେ ବାଣପୁର ର ଦୁଇ ପୁଅ – ସିଦ୍ଧାନ୍ତ ପ୍ରଧାନ , ଆଶିଷ ସ୍ୱାଇଁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୪୭ ତମ ଜାତୀୟ କନିଷ୍ଠ ଭଲିବଲ୍ ପତିଯୋଗିତା ପାଇଁ ମଙ୍ଗଳବାର ଓଡ଼ିଶା ଦଳ ଘୋଷିତ…

ଆମ ରିପୋଟରଜିଲ୍ଲାନୟାଗଡ

ଡିସେମ୍ବର ୨୨ ରୁ ୨୭ – ପ୍ରଥମ ଟାଇକୋଣ୍ଡ ଭର୍ଚୁଆଲ ଆନ୍ତର୍ଜାତିୟ ପ୍ରତିଯୋଗିତା !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ିଶା ଟାଇକୋଣ୍ଡ ସଂଘ ପୁରୀ , ଭାରତ ଓ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଏବଂ ଅଲେଖ ମହାନ୍ତି ମେମୋରିଆଲ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନାରେ ନୂତନ ଅତିରିକ୍ତ ଥାନାଧିକାରୀ ଭାବେ ଯୋଗଦେଲେ କାହ୍ନୁ ଚରଣ ସ୍ୱାଇଁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଅତିରିକ୍ତ ଥାନାଧିକାରୀ ଭାବେ କାହ୍ନୁ ଚରଣ ସ୍ୱାଇଁ…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଓଡିଶା ସାମ୍ବାଦିକ ୟୁନିଅନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ଜୟଦେବ ଭବନ ପରିସରରେ ଆୟୋଜିତ ହୋଇଯାଇଛି ଓଡିଶା ସାମ୍ବାଦିକ ୟୁନିଅନ ର ସୁବର୍ଣ୍ଣ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ହତ୍ୟା – ଆତ୍ମହତ୍ୟା ସନ୍ଦେହ କୁହେଳି ଭିତରେ ଜୁଲି ସୁବୁଦ୍ଧିଙ୍କ ମୃତ୍ୟୁ ଘଟଣା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ହତ୍ୟା – ଆତ୍ମହତ୍ୟା ସନ୍ଦେହ କୁହେଳି ଭିତରେ ଜୁଲି ସୁବୁଦ୍ଧିଙ୍କ ମୃତ୍ୟୁ ଘଟଣା .…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପୋଖରୀରେ ବୁଡି ୯ ବର୍ଷ ନାବାଳକର ପ୍ରାଣଗଲା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି…

ଆମ ରିପୋଟରକଟକଜିଲ୍ଲା

ରକ୍ତଦାନ କରି ନିଆରା ଢଙ୍ଗରେ ପ୍ରଥମ ବିବାହ ବାର୍ଷିକୀ ପାଳିଲେ ଯୁବ ସମାଜସେବୀ ହେମନ୍ତ କୁମାର !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ୭ ମ ବାର୍ଷିକ ଉତ୍ସବ ଓ…

ଆମ ରିପୋଟରକଟକଜିଲ୍ଲା

ସରସ୍ଵତୀ କଳା ପରିଷଦର ବାର୍ଷିକ ଉତ୍ସବରେ ଉଦଘାଟକ ଭାବେ ଯୋଗଦାନ କରିବେ ସାହିତ୍ୟିକା ସରୋଜ ନଳିନୀ ପରିଜା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮…