ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

କାହାଣୀ ଏବଂ ରଚନା ମାଧ୍ୟମରେ ସଚେତନତା ପ୍ରୟାସ : ମଙ୍ଗରାଜପୁର ର ସୋମ ରୟ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କଥାରେ ଅଛି ମଲ୍ଲୀ ଫୁଲ ବଣରେ ଫୁଟିଲେ ବି ଥିଲେ ତାର ବାସ୍ନା ସାରା…

ଆମ ରିପୋଟରଗଜପତିଜିଲ୍ଲା

ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶ ର ଆଉ ଜଣେ ଦାୟଦ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ରାଜନୀତିରେ ପାରଳା ରାଜବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ରକ୍ତଦାନ ଶିବିର ଆୟୋଜନ କଲେ ଓଡିଶା କମ୍ପ୍ୟୁଟର ଏକାଡେମୀର ଛାତ୍ରଛାତ୍ରୀ !!!

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ରକ୍ତ ର ଅଭାବକୁ କିଛି ପରିମାଣରେ କମ କରିବା ପାଇଁ , ରକ୍ତଦାନ ଶିବିର…

ଅନୁଗୁଳଆମ ରିପୋଟରକଟକଜିଲ୍ଲା

ପର୍ଯ୍ୟଟନସ୍ଥଳୀ ପାଣ୍ଡବ ବଖରା ରେ ଅଘଟଣ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ପାଥପୁର ପଞ୍ଚାୟତରେ ରହିଥିବା ପର୍ଯ୍ୟଟନସ୍ଥଳୀ ପାଣ୍ଡଵ ବଖରା…

ଆମ ରିପୋଟରକଟକଜିଲ୍ଲା

କୁଜଙ୍ଗରେ ସାତଦିନ ବ୍ୟାପି ସାଂସ୍କୃତିକ ମହୋତ୍ସବ : ମା ‘ , ମାଟି ଓ ସଂସ୍କୃତିର ଅନନ୍ୟ ନିଦର୍ଶନ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସଂସ୍କୃତି ଓ ସଭ୍ୟତା ହେଉଛି ମା ମାଉ ମାଟିର ବାସ୍ନା । ସଂସ୍କୃତି ହି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ସିଆରପିଏଫ୍ ପକ୍ଷରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଟିଫିନ୍ ବୋମା ଉଦ୍ଧାର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କିଛି ଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରି କରି କନ୍ଧମାଳରେ ନିଜର…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ଆର ଉଦୟଗିରି ବ୍ଳକ ଗସ୍ତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କର ଆର. ଉଦୟଗିରି ବ୍ଳକ ଗସ୍ତ , ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ସ୍ବଚ୍ଛ ଭାରତ ମିଶନ ଫେଲ ମାରୁଛି : ଅଳିଆ ଆବର୍ଜନା ପୂର୍ଣ୍ଣ ଦାରିଙ୍ଗବାଡି ର ବସ୍‌ଷ୍ଟାଣ୍ଡ ଅଞ୍ଚଳ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି ।…

ଆମ ରିପୋଟରଗଜପତିଜିଲ୍ଲା

ଆଦର୍ଶ ବିଦ୍ୟାଳୟରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଳକର ଗୁଣ୍ଡିମା ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ନୂତନ ଭାବେ…