ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ସହରାଞ୍ଚଳରେ ବ୍ରାଉନ ସୁଗାର କାରବାର !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଗତ ୨୪…

ଆମ ରିପୋଟରକଟକଜିଲ୍ଲା

ଦରବୃଦ୍ଧି ବିରୁଦ୍ଧରେ ସିପିଏମ୍ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଦରବୃଦ୍ଧି ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରି ସିପିଏମ୍ ପକ୍ଷରୁ କଟକ ଜିଲ୍ଲାପାଳଙ୍କ…

Breaking newsଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଘର ଭିତରୁ ବିୟୁଟିପାର୍ଲର ମାଲିକାଣି ଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଫାୟାର ଷ୍ଟେସନ ନିକଟରେ ଘର ଭିତରୁ ବିୟୁଟିପାର୍ଲର ମାଲିକାଣୀ ଙ୍କ ଗଳିତ ଝୁଲନ୍ତା…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିନା କାରଣରେ ଆକାଉଣ୍ଟରୁ କଟୁଛି ଟଙ୍କା : ଅଭିଯୋଗ ପରେ ବି ଶୁଣୁ ନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିନା କାରଣରେ ଆକାଉଣ୍ଟରୁ କଟୁଛି ଟଙ୍କା , ଅଭିଯୋଗ ପରେ ବି ଶୁଣୁ ନାହାନ୍ତି…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିଛି…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ପୀତାଚରି ରେଲୱେ କ୍ରସିଂ ଠାରେ ମୁଣ୍ଡ କଟା ଶରୀର ଉଦ୍ଧାର !!!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଟ୍ରେନ ରେ କଟି ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ଗୋଟିଏ ପଟେ ଶରୀର ଗୋଟେ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବାକୁ ଟାଟା ପାୱାର କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଜିଲ୍ଲା କଂଗ୍ରେସ ର ଚେତାବନୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟର ପ୍ରମୁଖ ଉତ୍ତପ୍ତ ସହର ନୟାଗଡ ସହ ଜିଲ୍ଲା ବ୍ୟାପି ଟାଟା ପାୱାର କମ୍ପାନୀ…

ଆମ ରିପୋଟରକଟକଜିଲ୍ଲା

ଅକ୍ଷୟ ତୃତୀୟା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

ନରସିଂହପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବହୁ ପୁରାତନ ଅକ୍ଷୟ ତୃତୀୟା ମହୋତ୍ସବ କିଛି ବର୍ଷହେଲା ପରିଚାଳନା ଅଭାବରୁ ବନ୍ଦ ରହିଥିଲା…