ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀରେ ବାହାଘର ଭୋଜି ଖାଇ ୫୦ ରୁ ଅଧିକ ଅସୁସ୍ଥ : ମେଡିକାଲରେ ଭର୍ତ୍ତି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାହାଘର ଭୋଜି ଖାଇ ୫୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଲୋକଙ୍କୁ…

ଆମ ରିପୋଟରକଟକଜିଲ୍ଲା

ଶେଷ ହେଲା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ଅସୁରେଶ୍ୱର ମାଲୀପୁର ଠାରେ ଚାଲି ଆସିଥିବା ଓଡିଶା ପ୍ରସିଦ୍ଧ ଶ୍ରୀରାମ ଜନ୍ମ…

ଆମ ରିପୋଟରକଟକଜିଲ୍ଲାଯାଜପୁର

ଗୋପୀନାଥ କଳାବିକାଶ କେନ୍ଦ୍ରର ୨୨ ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଅନ୍ତର୍ଗତ ରାମବାଗ ସ୍ଥିତ ଗୋପୀନାଥ କଳା ବିକାଶ କେନ୍ଦ୍ରର ୨୨ ତମ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା : ଯୁବକ ମୃତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିନ ଆର.ନୂଆଗାଁ ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ନିକଟରେ…

ଆମ ରିପୋଟରକଟକଜିଲ୍ଲା

ପ୍ରଣବ କୁମାର ନନ୍ଦ ଙ୍କୁ ଅନ୍ତିମ ବିଦାୟ ଶ୍ରଦ୍ଧାଞ୍ଜଳି !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କେସିଙ୍ଗା ଟ୍ରକ ମାଲିକ ସଂଘର ସଭ୍ୟ ପ୍ରଣବ କୁମାର ନନ୍ଦଙ୍କ କିମସ୍ ହସ୍ପିଟାଲ୍…

ଆମ ରିପୋଟରଗଜପତିଜିଲ୍ଲା

ଗୁମ୍ମା ବ୍ଲକ ଆଦର୍ଶ ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦର୍ଶ ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବର

ବଢି ଚାଲିଛି ମହିଳା ହଷ୍ଟେଲ ରେ କାର୍ଯ୍ୟରତ ପୁରୁଷ କର୍ମଚାରୀଙ୍କ ଦୌରାତ୍ମ୍ୟ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପରିଚାଳନାଗତ ତ୍ରୁଟି , ଦୁର୍ନୀତି ଏବଂ ବିବାଦ କୁ ନେଇ ଚର୍ଚ୍ଚାରେ ରହୁଥିବା ବାଙ୍କୀ…