ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ନେଇ ଉଠିଲା ପ୍ରଶ୍ନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବିଭିନ୍ନ ସରକାରୀ ଅଫିସ , ସପିଙ୍ଗ ମଲ , ଦୋକାନ ବଜାର…

ଆମ ରିପୋଟରଗଜପତିଜିଲ୍ଲା

ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ଗଜପତି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଏକ ମେଣ୍ଟର ବିକାଶ କାର୍ଯ୍ୟକ୍ରମ ଆୟୋଜିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ (BYST) ପକ୍ଷରୁ ଗଜପତିସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଏକ ମେଣ୍ଟର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମା’ ଭଗବତୀଙ୍କ ମନ୍ଦିରରେ ପ୍ରସିଦ୍ଧ ଷଷ୍ଠୀ ଓଷାର ଲଗ୍ନ ସ୍ଥିର : ଗୁରୁବାର ମଧ୍ୟାହ୍ନ ଅମୃତ ବେଳାରେ ମନ୍ଦିରକୁ ବିଜେ କରିବେ ମା’କାଠି ଠାକୁରାଣୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶକ୍ତିକ୍ଷେତ୍ର ବାଣପୁରର ମା’ ଭଗବତୀ ମନ୍ଦିରରେ ଶାରଦୀୟ ପର୍ବର ପ୍ରଥମ ଉତ୍ସବ ପବିତ୍ର ଷଷ୍ଠୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ପୁରୁଣା ଭୁବନେଶ୍ୱର ରେ ମେଘ ପବନରେ ଭାଙ୍ଗିଲା ତୋରଣ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପୁରୁଣା ଭୁବନେଶ୍ୱର ରେ ମେଘ ପବନରେ ଭାଙ୍ଗିଲା ଶ୍ରୀ ଗଣେଶ ପୂଜା ତୋରଣ !…

ଆମ ରିପୋଟରଜିଲ୍ଲାନୟାଗଡ

ମିସ୍ ଟିନ୍ ସୁପର ଗ୍ଲୋବରେ ଆୟାନୀ ଆଲିଶା ଆକାଂକ୍ଷାଙ୍କ କମାଲ୍ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ମିସ୍ ଟିନ୍ ସୁପର ଗ୍ଲୋବରେ ଆୟାନୀ ଆଲିଶା ଆକାଂକ୍ଷାଙ୍କ କମାଲ୍। ନୟାଗଡ଼ ସୁନାଲଟି ଗାଁର…

ଆମ ରିପୋଟରଗଜପତିଜିଲ୍ଲା

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ବିଶେଷ ଟ୍ରେନ୍‌ର ଶୁଭାରମ୍ଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ବିଶେଷ ଟ୍ରେନ୍‌ର ଶୁଭାରମ୍ଭ , ପାରଳାଖେମୁଣ୍ଡିରୁ ୭୩ ଜଣ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଡାକା…

ଆମ ରିପୋଟରକନ୍ଧମାଳଜିଲ୍ଲା

” ବିକଶିତ କନ୍ଧମାଳ- ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରି ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ରୋଜଗାର…

ଆମ ରିପୋଟରଗଜପତିଜିଲ୍ଲା

ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣକୁ ବିରୋଧ କରି ଗଜପତି ଜିଲ୍ଲା…