ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡା ରେ ବିଶ୍ୱଶାନ୍ତି ପଞ୍ଚମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ନୂଆସାହି ରେ ବିଶ୍ୱଶାନ୍ତି ଚବିଶ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଉନ୍ନତି ସାଥିରେ କୌଣସି ବୁଝାମଣା ହେବ ନାହିଁ – ଅରୁଣ ସାହୁ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ର ଉନ୍ନତି ସାଥିରେ କୌଣସି ବୁଝାମଣା ହେବନାହିଁ ! ବିରୋଧୀଙ୍କୁ ମୁହଁତୋଡ଼ ଜବାବ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ପାଉଣା ହଡ଼ପ ନେଇ ଯାତ୍ରାପାର୍ଟି ମାଲିକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦମ୍ପତି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଢ଼େଙ୍କାନାଳ ଅଞ୍ଚଳର ଜଗନ୍ନାଥ ଅପେରାର ମାଲିକ ତାଙ୍କ ଅପେରାରେ କାର୍ଯ୍ୟରତ ଦମ୍ପତିଙ୍କ ଟଙ୍କା ହଡ଼ପ…

ଆମ ରିପୋଟରଜିଲ୍ଲାନୟାଗଡ

ଡ଼ିମିରିପଲ୍ଲୀ ହାଇସ୍କୁଲ ରେ 67 ତମ ବାର୍ଷିକ ଉତ୍ସବ ପାଳିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗ୍ରାମପଞ୍ଚାୟତ ର ଡ଼ିମିରିପଲ୍ଲୀ ହାଇସ୍କୁଲ ରେ 67…

ଆମ ରିପୋଟରଜିଲ୍ଲାନୟାଗଡ

ସମାଜସେବୀଙ୍କ ଦ୍ୱାରା ଅସହାୟ ମହିଳା ଉଦ୍ଧାର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିଲେ ଅସହାୟ ମହିଳା l କେବେ ସେ ଖାଇବାକୁ ପାଏତ…

ଆମ ରିପୋଟରଗଜପତିଜିଲ୍ଲା

ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ପାରଳା ସହରରେ ସଚେତନତା କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥ ନିକଟରେ ସଡ଼କ ଦୁର୍ଘଟଣା : ଜଣେ ମୃତ ୬ ଗୁରୁତର !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଚାନ୍ଦପୁର ୧୬ ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଘଟି…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଦୁର୍ଗାପ୍ରସାଦ ରେ ୟାମାହା ର ନୂତନ ସୋରୁମ ଉଦଘାଟିତ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ୟାମାହା ର ନୂତନ ସୋରୁମ ଶ୍ରୀ ମୋଟର୍ସ ନାମରେ ଦୁର୍ଗାପ୍ରସାଦ ନିକଟ ହିରୋ ସୋରୁମ…