ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଦୁର୍ଗାପ୍ରସାଦ ରେ ୟାମାହା ର ନୂତନ ସୋରୁମ ଉଦଘାଟିତ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ୟାମାହା ର ନୂତନ ସୋରୁମ ଶ୍ରୀ ମୋଟର୍ସ ନାମରେ ଦୁର୍ଗାପ୍ରସାଦ ନିକଟ ହିରୋ ସୋରୁମ…

ଅପରାଧଆମ ରିପୋଟରକଳାହାଣ୍ଡିଜିଲ୍ଲା

ତ୍ରିକୋଣୀୟ ପ୍ରେମରୁ ହତ୍ୟା : ନାବାଳକ ସହ ଚାରି କୋର୍ଟ ଚାଲାଣ !!!

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କେବେ ପ୍ରେମ ପାଇଁ ଅପହରଣ , ତ କେବେ ହତ୍ୟା । ପ୍ରେମ ରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାବା ହଟ୍ଟକେଶ୍ୱର ପୀଠରୁ ଚୋରୀ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ବାବା ହଟ୍ଟକେଶ୍ୱର ପୀଠରୁ ଗତକାଲି ରାତିରେ କେହି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଭୁବନେଶ୍ୱର ବନବାସି କଲ୍ୟାଣ ଆଶ୍ରମରେ ବଜରଙ୍ଗ ଦଳ ର ପ୍ରାନ୍ତ ବୈଠକ ଅନୁଷ୍ଠିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଆଜି ଭୁବନେଶ୍ୱର ବନବାସି କଲ୍ୟାଣ ଆଶ୍ରମରେ ଓଡିଶା…

ଆମ ରିପୋଟରଗଜପତିଜିଲ୍ଲା

ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହା ବିଦ୍ୟାଳୟର ସ୍ନାତକୋତ୍ତର…

ଆମ ରିପୋଟରକନ୍ଧମାଳଜିଲ୍ଲା

ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାଲିଗୁଡା ବ୍ଲକ ଗଟାଙ୍ଗି ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଜିଲ୍ଲା…

ଆମ ରିପୋଟରକଟକଜିଲ୍ଲା

ବାଲିର ଚାଦର ତଳେ କଟକ ସହର : କୋଦାଳ ଓ ଫାଉଡ଼ା ଧରି ରାସ୍ତା ସଫା କଲେ ସୁବାଷ ସଙ୍ଗଠନର ସଦସ୍ୟ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଦୈନିକ ବାଲିଘାଟରୁ ବାଲି ଚାଲାଣ ବେଳେ ଠିକ୍ ରୂପେ ପାଲ ଦ୍ୱାରା ଢାଙ୍କି କରି…

ଆମ ରିପୋଟରଗଜପତିଜିଲ୍ଲା

ସେଞ୍ଚୁରିଆନ୍ ୟୁନିଭରସିଟିରେ କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : Professional Assistance for Development Action (PRADAN) ତରଫରୁ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ଛାତ୍ରମାନଙ୍କ…