ଆମ ରିପୋଟରଜିଲ୍ଲାଯାଜପୁର

୧୦୭୧ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ପ୍ରତି ଭାରତରେ କରୋନାର ସ୍ଥିତି ତ୍ରିସଂଖ୍ୟା ମଧ୍ୟରେ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାରେ କାଁ-ଭାଁ…

ଆମ ରିପୋଟରକନ୍ଧମାଳଜିଲ୍ଲା

କଲମପଡା ଠାରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ପଲଟଣ ପଡ଼ିଆରେ ଅନୁଷ୍ଠିତ ହେଲା ବିଶାଳ ସାଇ ଭଜନ ସନ୍ଧ୍ୟା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସ୍ଥିତ ଶିରିଡ଼ି ସାଇ ମନ୍ଦିର ର ୧୧ ତମ ବାର୍ଷିକ ଉତ୍ସବ ଅବସରରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆଦିବାସୀ ମହାବିଦ୍ୟାଳୟର ୩୯ ତମ ବାର୍ଷିକ ଉତ୍ସବ ପାଳିତ : ଭିତ୍ତିଭୂମି ସଜାଡ଼ିବାକୁ ସାଂସଦଙ୍କ ପ୍ରତିଶ୍ରୁତି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ୩୯ ତମ ବାର୍ଷିକ ଉତ୍ସବ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ଗାନ୍ଧୀ ମାର୍ଗରେ ଦାବି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ଗାନ୍ଧୀ ମାର୍ଗରେ ଦାବି…

ଆମ ରିପୋଟରଜିଲ୍ଲାଯାଜପୁର

ଟ୍ରକ ଧକ୍କାରେ ପେଟ୍ରୋଲ ପମ୍ପ ନଷ୍ଟ : ଅଳ୍ପକେ ବର୍ତ୍ତିଲେ କର୍ମଚାରୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସ୍ଥିତ କୋଣାର୍କ ପେଟ୍ରୋଲ ପମ୍ପରେ ଏକ ଟ୍ରକ ଧକ୍କାରେ ପମ୍ପର ବ୍ୟାପକ କ୍ଷତି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଷ୍ଟେସନ ନିକଟରେ ଅବକାରୀ ଓ ଆରପିଏଫ ର ମିଳିତ ଚଢାଉ : ଗଞ୍ଜେଇ ଜବତ ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଓ ଆରପିଏଫ ପକ୍ଷରୁ ମିଳିତ ଚଢାଉ କରାଯାଇ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଜନ୍ମ ଦିନରେ ରକ୍ତଦାନ ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶୋଭନୀୟ ଆନ୍ଦୋଳନ ର ଅଧ୍ୟକ୍ଷା ତଥା ବରିଷ୍ଠ ସମାମଜସେବି ଓ ସ୍ତମ୍ଭକାର ଅରୁନ୍ଧତୀ ଦେବୀ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ାରେ ବଡ଼ ଧରଣର ଲୁଟ : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା…