ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ସାମ୍ବାଦିକ ସୁରକ୍ଷା ପାଇଁ ଟ୍ୱିନ୍ ସିଟି ପୋଲିସ କମିଶନର ଙ୍କୁ ଦାବିପତ୍ର ପ୍ରଦାନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୱେବ ମିଡ଼ିଆ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ସୁରକ୍ଷା ପାଇଁ ଏକ ଟିମ ଆଜି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ସୁନାକେରା ଗ୍ରାମରେ ବିଶ୍ଵଶାନ୍ତି ଦେବୀ ମହାଯଜ୍ଞ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ନନ୍ଦପୁର ପଞ୍ଚାୟତ ସୁନାକେରା ମା ଜେନାଭୂୟାଣୀ ଦେବୀଙ୍କ ପୀଠରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମୁକ୍ତା ଯୋଜନାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ହେବ ସୌନ୍ଦର୍ଯ୍ୟକରଣ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୁକ୍ତା ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୌନ୍ଦର୍ଯ୍ୟକରଣ କରିବା ପାଇଁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଭାଲ ନୁଆଗଡ଼ ଗ୍ରାମ ଛକ ଠାରେ ସଡ଼କ ଦୁର୍ଘଟଣା : କୋରିଅର ଗାଡି ଚାଳକଙ୍କ ମୃତ୍ୟୁ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୁରୁବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନିକଟସ୍ଥ ପଲଟଣ ପଡ଼ିଆରେ ଗୁରୁବାର ଅପରାହ୍ନ ରେ ପୂର୍ବ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ରେଳ ଷ୍ଟେସନ ରେ ମାଲବାହୀ ଟ୍ରେନ ରେ ଲାଗିଲା ନିଆଁ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଳ ଷ୍ଟେସନରେ ଶୁକ୍ରବାର ମଧ୍ୟାହ୍ନ ୩ ଟା ବେଳେ ୧…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ସସ୍ମିତା : +୨ କଳା ପରୀକ୍ଷାରେ କଲେଜ ଟପ୍ପର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ କଳା ଫଳ ପ୍ରକାଶିତ ହୋଇଛି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ମା ଭଗବତୀ ଙ୍କ ପୀଠରେ ବାବା ବଳିଆଙ୍କ ପ୍ରାର୍ଥନା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ରେ ଏକ ସମାବେଶରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତାହତ ହୋଇଥିବା ଲୋକଙ୍କର ଆତ୍ମାର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ୱେବ ସାମ୍ବାଦିକ ସଂଗଠନର ଦିନିକିଆ ବୈଠକ ଓ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ସ୍ଥିତ ସୂର୍ଯ୍ୟାନ୍ସ ହୋଟେଲ ରେ ୱେବ ସାମ୍ବାଦିକ ସଂଗଠନର ଦିନିକିଆ ବୈଠକ ଆୟୋଜନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀ ମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲା ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଗ୍ରୁପ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀ ମାନଙ୍କ ପାଇଁ ଗଭୀର ଶୋକ…