ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ ସୁସ୍ଥ ହୋଇ ବାଣପୁର ଉପ କାରାଗାରକୁ ଫେରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!! ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମେଡିକାଲରୁ ସୁସ୍ଥ ହୋଇ ଚିଲିକା ବିଧାୟକ ପୁଣି ବାଣପୁର ସବ ଜେଲକୁ ଫେରିଛନ୍ତି ।… byAwaj MediaMarch 30, 2022March 30, 2022
ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ ବାଣପୁର ସବ ଜେଲରେ ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ : ଭୁବନେଶ୍ୱର ସ୍ଥାନାନ୍ତରିତ !!! ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇ ପଡିଛନ୍ତି । ରାତାରାତି ଭୁବନେଶ୍ୱର… byAwaj MediaMarch 29, 2022March 29, 2022
ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ ଚିଲିକା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା : ନଅ ଅଭିଯୁକ୍ତ ଙ୍କୁ ଗିରଫ କଲା ବାଣପୁର ପୋଲିସ !!! ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ୧୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣଙ୍କ ଉପରେ… byAwaj MediaMarch 28, 2022March 28, 2022
ଅପରାଧଆମ ରିପୋଟରଜିଲ୍ଲାଯାଜପୁରରାଜନୀତିରାଜ୍ୟ ଭୋଟ ଗଣତିରେ ଅନିୟମିତତା ନେଇ ଆସିଲା ଅଭିଯୋଗ !!! ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରିୟବ୍ରତ ଦାସ ଭୋଟ… byAwaj MediaMarch 27, 2022March 27, 2022
ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ ନୟାଗଡ ୬ ନମ୍ବର ଓ୍ୱାର୍ଡ ର ବିଜୟୀ ପ୍ରାର୍ଥୀ ରାଜ କୁମାର ସାହୁ !!! ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରାଜନୀତି ର ଜଣେ ଚର୍ଚ୍ଚିତ ଚେହେରା ଥିଲେ ବେଣୁଧର ସାହୁ , ସ୍ନେହରେ… byAwaj MediaMarch 27, 2022March 27, 2022
ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ ବାଲିଗୁଡ଼ା : ଏନଏସି ନିର୍ବାଚନରେ ବିଜେଡ଼ି ର ବିପୁଳ ବିଜୟ : ଖାତା ଖୋଲି ପାରିନାହିଁ ବିଜେପି !!! କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପୌର ନିର୍ବାଚନ ରେ ପୁଣି ବିଜେଡ଼ିର ବାଜିମାତ୍ । ମାଟି କାମୁଡ଼ିଲେ ଦୁଇ… byAwaj MediaMarch 26, 2022March 26, 2022
ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ ବାଲିଗୁଡା ଏନଏସି ର ୧୩ଟି ୱାର୍ଡ ର କାଉନସିଲର ଫଳାଫଳ ଘୋଷିତ : ବିଜେଡି କୁ ୧୧ , କଂଗ୍ରେସ କୁ ୨ ସିଟ !!! କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ରେ କାଉନସିଲର ଫଳାଫଳ ଘୋଷିତ ହୋଇ ଯାଇଛି… byAwaj MediaMarch 26, 2022March 26, 2022
ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ ବାଙ୍କୀ ଏନଏସି ରେ ବାଜି ମାରିଲା ବିଜେଡି !!! ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅଧିସୂଚିତ କ୍ଷେତ୍ର ପରିଷଦରେ ଜନମତ ହାତେଇଛି ବିଜେଡି . ଏନଏସି ର ଅଧ୍ୟକ୍ଷା… byAwaj MediaMarch 26, 2022March 28, 2022
ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ ପୌରାଧ୍ୟକ୍ଷ ଫଳାଫଳ : ଚିଲିକାର ଉଭୟ ଆସନ ହାତେଇଲା ବିଜେଡ଼ି !!! ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୌର ନିର୍ବାଚନ ପାଇଁ ସାରା ରାଜ୍ୟରେ ଭୋଟ ଗଣତି ଜାରି ରହିଛି । ଅନେକ… byAwaj MediaMarch 26, 2022March 26, 2022
ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ ନୟାଗଡ ରେ ବିଜେଡି ର କ୍ଲିନ ସୁଇପ : ହାତେଇଲା ଅଧ୍ୟକ୍ଷ ପଦ !!! ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମ୍ୟୁନିସିପାଲଟି ରେ ବାଜି ମାରିଲା ବିଜେଡି । ଖାତା ଖୋଲିବାକୁ ସମର୍ଥ ହୋଇ… byAwaj MediaMarch 26, 2022March 26, 2022