ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

କୃତୀ ଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲା ରୋଟାରୀ କ୍ଲବ ଅଫ ଇନଫୋସିଟି !!!

ବେଟି ପଢ଼ାଓ . ବେଟି ବଚାଓ ସ୍ଲୋଗାନ କୁ ସାର୍ଥକ କଲେ ରୋଟାରୀଆନ ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜସେବା…

ଅନୁଗୁଳଆମ ଟିଭିଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚୋରା ଗହଣା କିଣିଥିବା ବ୍ୟବସାୟୀ ଗିରଫ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଛିନତାଇ ହୋଇଥିବା ସୁନା ଗହଣା କିଣିଥିବା ଅଭିଯୋଗରେ ପୁଲିସ…

ଆମ ରିପୋଟରକଟକଜିଲ୍ଲା

ସୁଜିତ୍ ପ୍ରଧାନ ମେମୋରିଆଲ ତାଳବସ୍ତ ପ୍ରିମିୟର ଲିଗ୍ ଉଦଯାପିତ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ଗ୍ରାମର ଯୁବ ସମାଜସେବୀ ତଥା ଉଦିୟମାନ କ୍ରିକେଟ୍ ଖେଳାଳୀ ସୁଜିତ୍ ପ୍ରଧାନଙ୍କ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଳମ୍ବିତ ରାତିରେ ବଲେରୋ ଚୋରୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହରର ହୁଲୁରିସିଂହାରୁ ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଚୋରି ହୋଇଯାଇଛି ।…

ଆମ ରିପୋଟରଜିଲ୍ଲାଭଦ୍ରକଯାଜପୁର

୬୪୬ ତମ ଦିବସରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବିତରଣ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପରାହତ କରି ସୁସ୍ଥ ଓ ସୁନ୍ଦର ସମାଜ ରଚନା କରିବା ନିମନ୍ତେ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନୟାଗଡ ବିଧାୟକଙ୍କ ଖୋଲା ଆହ୍ୱାନକୁ ସ୍ୱାଗତ କଲେ କଂଗ୍ରେସ ନେତା ରଣଜିତ ଦାଶ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିରୋଧୀଙ୍କ ସହ ଛକରେ ହିସାବନିକାସ କରିବା ପାଇଁ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼…