ଆମ ରିପୋଟରଗଜପତିଜିଲ୍ଲା

ସରପଞ୍ଚ ଓ ସମିତିସଭ୍ୟଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦୀର୍ଘଦିନ ହେବ ବିଭିନ୍ନ ଦାବୀ ସହ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ସରପଞ୍ଚ ଓ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳ ଘଟଣା : ଗୃହ ସେବିକା ଲୁଟିନେଲା ୧୩ ଲକ୍ଷ ଟଙ୍କା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଠକାମୀ କରିବାର ନୁଆ ତରିକା ଧରିଛନ୍ତି ଜଣେ ଚାର୍ସୋବିସ ମହିଳା ! ନିଜକୁ ଅସହାୟ…

ଆମ ରିପୋଟରକଟକଜିଲ୍ଲା

କଟକରେ ଗଣେଶ ପୂଜା ଆୟୋଜନରେ ବୁଢା ଗଣେଶ ପରଂପରାର ସ୍ବତନ୍ତ୍ର ଗୁରୁତ୍ଵ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକରେ ଗଣେଶ ପୂଜା ଆୟୋଜନରେ ବୁଢା ଗଣେଶ ପରଂପରାର ସ୍ବତନ୍ତ୍ର ଗୁରୁତ୍ଵ ରହିଛି ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ସ୍ୱଚ୍ଛତା ନେଇ ସରକାରଙ୍କ ବାହାସ୍ଫୋଟ : ସଫେଇ କର୍ମଚାରୀ ରାଜରାସ୍ତାରେ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଗୋଟିଏ ପଟେ ସ୍ୱଚ୍ଛତା ସ୍ଲୋଗାନ ଓ ଯୋଜନାକୁ ନେଇ ସରକାର ବାହାସ୍ଫୋଟ ମାରୁଥିବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ନ୍ୟାୟ ଉପେକ୍ଷିତ ହୋଇ ଶେଷକୁ ଆପଣେଇଲେ ଅନଶନ ପନ୍ଥା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନ୍ୟାୟ ଉପେକ୍ଷିତ ହୋଇ ଶେଷକୁ ଆପଣେଇଲେ ଅନଶନ ପନ୍ଥା ! ତାଙ୍କ ପ୍ରତି ହୋଇଥିବା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଦାବୀ ପୂରଣ ପାଇଁ ରାଜରାସ୍ତାରେ ନିର୍ବାଚିତ ଜନ ପ୍ରତିନିଧି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସରକାରୀ ଦଳର ନେତା ମନ୍ତ୍ରୀ ବିଧାୟକ ଦେଉଛନ୍ତି ବିକାଶର ସ୍ଲୋଗାନ ! ବିକାଶରେ ଓଡିଶା…

ଆମ ରିପୋଟରଜିଲ୍ଲାଦେଶବିଦେଶଯାଜପୁର

ସାଉଥ୍ ଆଫ୍ରିକାରେ ଆରମ୍ଭ ହେଲା ଚିନ୍ମୟ ଫାଉଣ୍ଡେସନର ଘୋଡ଼ା ଦୌଡ ପ୍ରତିଯୋଗିତା !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ବରେ ବିଭିନ୍ନ ସ୍ଥାନରେ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ଵୀକୃତି ପ୍ରଦାନ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା “ ଛତୁ ଚାଷ” ଉଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା “ଛତୁ ଚାଷ” ଉଦ୍ୟୋଗୀ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଟମକା ଅଞ୍ଚଳରେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣା : ପୋଲିସ ଦ୍ବାରା ଦୁଇ ଯୁବକ ଅଟକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟମକା ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ…