ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରଥପଦା କାଜୁ ଜଙ୍ଗଲ ରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ ଶରୀର ଉଦ୍ଧାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରଥପଦା କାଜୁ ଜଙ୍ଗଲ ରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ ଶରୀର ଉଦ୍ଧାର ! ଟମକା…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ମହଙ୍ଗା ପଡ଼ିଲା ଡିଏଫଓ ଙ୍କୁ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ପଠାଇବା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ଫୋନ କୁ ଅଶ୍ଳୀଳ ଫଟୋ, ଭିଡ଼ିଓ ପଠାଇ…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ବ୍ଲକ ରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଘେରିଲେ ସାଧାରଣ ଜନତା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଘେରିଲେ ସାଧାରଣ ଜନତା ! ଯାଜପୁର…

ଆମ ରିପୋଟରଜିଲ୍ଲାରାୟଗଡା

ତମାଖୁ ନିବାରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାୟଗଡା ଜିଲ୍ଲା ରାଜ୍ୟରେ ପ୍ରଥମ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାରେ ବିଶ୍ୱ ତମାଖୁ ନିବାରଣ ଦିବସ ପାଳିତ ! ରାୟଗଡା ଜିଲ୍ଲା ମୁଖ୍ୟ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଅଞ୍ଚଳ ଘଟଣା : ପ୍ରେମିକା ପାଇଁ ପ୍ରେମିକର ଗଲା ଜୀବନ : ୧୫ ଦିନ ପରେ ମହାରାଷ୍ଟ୍ର ରୁ ଫେରିଲା ପ୍ରେମିକର ମର ଶରୀର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଆଦିବାସୀ ବହୁଳ ଦାମିଆଁ ବରବରା ପଞ୍ଚାୟତ ବାଲିକଣିଆଁ…

ଆମ ରିପୋଟରଜିଲ୍ଲାରାୟଗଡା

ରାୟଗଡ଼ା ଜେମାଦେଇପେଣ୍ଠ ଠାରେ ମା ମଝିଘରିୟାଣୀ ଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା !!!

ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ବ୍ଳକ ଅନ୍ତର୍ଗତ ଜେମାଦେଇପେଣ୍ଠ ଠାରେ ମା ମଝିଘରିୟାଣୀ ଙ୍କ ନୂତନ ମନ୍ଦିର ସହ…

ଆମ ରିପୋଟରଜିଲ୍ଲାରାୟଗଡା

ପଛୁଆ ବର୍ଗ ଲୋକଙ୍କ ସର୍ଭେ ଅବଧି ଜୁନ ଛଅ ପର୍ଯ୍ୟନ୍ତ ବଢିଲା !!!

ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତରଫରୁ ପଛୁଆବର୍ଗ ଲୋକଙ୍କ ନିମନ୍ତେ ସର୍ଭେ ଅବଧି ଚଳିତ…

ଆମ ରିପୋଟରକନ୍ଧମାଳଜିଲ୍ଲା

ମିଶ୍ରଣ ପର୍ବ କୁ ନେଇ ରାଜନୀତି : ବିଜେଡ଼ି ର ମିଶ୍ରଣ ପର୍ବ ସରିବାର ୨୪ଘଣ୍ଟା ନ ପୁରୁଣୁ ସରପଞ୍ଚ କହିଲେ ମୁଁ ବିଜେପି ରେ ଅଛି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି – ବିଜେଡ଼ି ମଧ୍ଯରେ ସେତିକି ଶୀତଳ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ୨୩ ତମ ସହୀଦ ଦିବସ ପାଳନ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ 23 ତମ ସହୀଦ ଦିବସ ପାଳନ ହୋଇ ଯାଇଛି…