ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲାମୁଖ୍ୟ ଖବରରାଜ୍ୟ

ଧରମଭାଇ ଓ ଭଉଣୀ ର ପ୍ରେମ ରେ ବଳି ପଡିଲା ମା !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଚୋରା ପୀରତି ରେ ଚାଲିଗଲା ନିରୀହ ରୁମିଲା କାଣ୍ଡି ଙ୍କ ଜୀବନ ।…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଅଭିଯୋଗ ପରେ ରାତି ଅଧିଆ ଲାଗିଲା ସୂଚନା ଫଳକ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଂଚାୟତ ଅଧିନସ୍ଥ ଘୋଡ଼ାବର ଗ୍ରାମରେ ଗାଧୁଆ ତୁଠ କାର୍ଯ୍ୟ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ସରକାର ଲୁଚାଉଛନ୍ତି କୋଭିଡ ମୃତ୍ୟୁ ତଥ୍ୟ : ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଜିଲ୍ଲା କଂଗ୍ରେସ ର ଧାରଣା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାରେ ପ୍ରକୃତ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ତଥ୍ୟକୁ ଲୁଚା ଯାଉଥିବା ଅଭିଯୋଗରେ ନୟାଗଡ…

ଅନୁଗୁଳଆମ ରିପୋଟରଜିଲ୍ଲାମୁଖ୍ୟ ଖବରରାଜ୍ୟ

କଣିହାଁ ଥାନାଧିକାରୀଙ୍କ ମେରୀରାୟ ନୀତି : ରୋଗୀଙ୍କୁ ଥାନା ଭିତରେ ମାଡ ମାରି ଉଠବସ କଲେ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ଥାନାରେ ଚାଲିଛି ବିଚିତ୍ର ଶାସନ ନୀତି। ସାଧାରଣ ଲୋକଙ୍କ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଆଉ ନାହାନ୍ତି ତପୁ ମିଶ୍ର !!

ଭୁବନେଶ୍ୱର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ଏକ ଦୁଃଖଦ ଖବର ସମଗ୍ର ରାଜ୍ୟରେ ଖେଳାଇ ଦେଇଛି ଶୋକ । ଲୋକପ୍ରିୟ କଣ୍ଠଶିଳ୍ପୀ…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜଗତସିଂହପୁରଜିଲ୍ଲାମୁଖ୍ୟ ଖବରଯାଜପୁରରାଜ୍ୟ

ମହଙ୍ଗା ପଡିଲା କୋଭିଡ କଟକଣା ଭାଙ୍ଗି ନାଗିନା ଡ୍ୟାନ୍ସ : ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୋଭିଡ କଟକଣା ଉଲଂଘନ ଅଭିଯୋଗରେ ଚାକିରୀରୁ ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର । ମହଙ୍ଗା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଧରି ଭଙ୍ଗା ଘରେ ପଡି ରହିଛନ୍ତି ଦିବ୍ୟାଙ୍ଗ ଶରତ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ରାଜ୍ୟ ସରକାରଙ୍କ ‘ସାମାଜିକ ସଶକ୍ତିକରଣ ଓ ନ୍ୟାୟ ‘ ବିଭାଗ ତରଫରୁ ଦିବ୍ୟାଙ୍ଗ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଗଣ ଧାରଣା ।

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଚଳିତବର୍ଷ ତୁଳସୀ କ୍ଷେତ୍ରରେ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ଜାତୀୟ ରାଜପଥ ଉପରେ ହାଇଡ୍ରୋକ୍ଲୋରିକ ଏସିଡ ଟ୍ୟାଙ୍କର ଲିକ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଜାତୀୟ ରାଜପଥ ଉପରେ ହାଇଡ୍ରୋକ୍ଲୋରିକ ଏସିଡ ଟ୍ୟାଙ୍କର ଲିକ . ଖୋର୍ଦ୍ଧା-ବରହମପୁର ୧୬ନମ୍ବର ଜାତୀୟ…