ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଭ୍ରାମ୍ୟମାଣ ପାନୀୟ ଜଳ ସେବା : ପଟିଆ ସାଇ ମନ୍ଦିର ତରଫରୁ ନିଆରା ପ୍ରୟାସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଢୁଛି ଖରା , ତାତି ବଢିବା ସହ ବଢ଼ିବାରେ ଲାଗିଛି ପାନୀୟ ଜଳ ସମସ୍ୟା…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦାରେ କରୋନା ଟୀକାକରଣ : ଦିନେ ଖୋଲା – ଦିନେ ତାଲା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକା ନ ପାଇ ଫେରିଲେ ବହୁ ଵୟୋଜୈଷ୍ଠ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ପଶୁପକ୍ଷୀଙ୍କ ପାଇଁ ପାଣି କୁଣ୍ଡର ବ୍ୟବସ୍ଥା କଲେ ସାମାଜିକ କର୍ମୀ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରୀଷ୍ମର ପ୍ରକୋପ ବଢି ଚାଲିଥିବା ସମୟରେ ଦେଖା ଦେଇଛି ଜଳ କଷ୍ଟ . ପ୍ରାୟତଃ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

କିଣିଲୋ ଅଙ୍ଗନୱାର୍ଡ କେନ୍ଦ୍ରରେ ଶିଶୁ ଖାଦ୍ୟ ଆତ୍ମସାତ ଅଭିଯୋଗ ।

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କିଣିଲୋ ଅଙ୍ଗନୱାଡି କେନ୍ଦ୍ରରେ ପୁଣି ସାମ୍ନାକୁ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜ୍ୟ

କ.ନୂଆଗାଁ ବ୍ଲକ ଅଞ୍ଚଳରେ ଅଜଣା ରୋଗ ଆତଙ୍କ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

କଙ୍କଡ଼ାହାଡ଼ ସାମ୍ବାଦିକ ସଂଘ ତରଫରୁ ରକ୍ତଦାନ ଶିବିର !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପରିସରରେ ଅଗ୍ନିଶମ ବିଭାଗର ମକଡ୍ରିଲ!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ,…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ହାଇୱା ଧକ୍କା ରେ ଆର୍ମି ଯବାନଙ୍କ ସହ ଜଣେ ମୃତ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାର ଭାପୁର ନିକଟବର୍ତ୍ତୀ ରଥପଦା ଓ ଘଟିପିରି ରାସ୍ତାରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

ଜଗତସିଂହପୁର ପୋଲିସ କବଜାରେ ବୋମାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ !

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ମଦ ଟେଣ୍ଡର କୁ କେନ୍ଦ୍ର କରି ଗତ ୭ ତାରିଖ ରାତିରେ ଘଟିଥିବା…

ଆମ ରିପୋଟରକନ୍ଧମାଳଜିଲ୍ଲା

ଦୁଇଜଣ ପଜିଟିଭ୍ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

କନ୍ଧମାଳ ( ଆୱାଜ଼ ମିଡ଼ିଆ – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକର ଚଣାପଦର ଅଞ୍ଚଳରୁ ଦୁଇଜଣ ପଜିଟିଭ ଚିହ୍ନଟ…