ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଚଣ୍ଡିଖୋଲ ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଚଣ୍ଡିଖୋଲ ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ପୁଣି ଘଟିଲା ଅଘଟଣ । ବେପରୁଆ ଗାଡିଚାଳନା ଯୋଗୁ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

କାଜୁ ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : କାଜୁ ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ମହିଳାଙ୍କ ମୃତଦେହ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ…

ଆମ ରିପୋଟରଜିଲ୍ଲାଯାଜପୁର

ଢୋଲପଥର ଗ୍ରାମରେ ବିରଳ ପ୍ରଜାତିର କମନ ଟ୍ରିଙ୍କେଟ ସାପ ଉଦ୍ଧାର ।

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅଧିନସ୍ଥ ସୁକିନ୍ଦା ଗଡ଼ ପଞ୍ଚାୟତ ଢୋଲପଥର ଗ୍ରାମର କବିର ବାଦର…

ଅନୁଗୁଳଆମ ରିପୋଟରଜିଲ୍ଲା

ଦୁଧିଆବେଡା ସଙ୍ଗରୋଧ କେନ୍ଦ୍ରରେ ଆକ୍ରାନ୍ତଙ୍କୁ ସେବା ଯୋଗାଇଲେ ସମାଜସେବୀ ଚିନ୍ମୟୀ ଦାସ

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଆଜି ରଜ ସଂକ୍ରାନ୍ତି ରେ କରୋନା ଆକ୍ରାନ୍ତଙ୍କୁ ଯୋଗ ଶିଖାଇବା ସହିତ କିଛି…

ଅପରାଧଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ଶ୍ୱଶୁର ଙ୍କ ଵିରୋଧରେ ଥାନାରେ ଏତଲା ଦେଲେ ବୋହୁ !!

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦୁଷ୍କର୍ମ କରିବା ପରେ ମରଣାନ୍ତକ ଆକ୍ରମଣ ଘଟଣା ନେଇ ସୁକିନ୍ଦା ଥାନାରେ ଅଭିଯୋଗ କଲେ…

ଆମ ରିପୋଟରଗଜପତିଜିଲ୍ଲା

ସମୟ ସ୍ରୋତରେ ସଂସ୍କୃତି ଓ ପରମ୍ପରା ହିଁ ଗୋଟିଏ ଜାତିର ବୈଶିଷ୍ଟ୍ୟ : ତାର ଇତିହାସ ହିଁ ସାମ୍ପ୍ରତିକ ପରିସ୍ଥିତିର ବାସ୍ତବ ଚିତ୍ର ।

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଗତି ମହିଳା ସଙ୍ଗଠନ, ଆନୁକୂଲ୍ୟରେ ଏକ ଭରଚୁଆଲ ଆଲୋଚନା ଅନୁଷ୍ଟିତ ହୋଇ ଯାଇଛି ।…

ଆମ ରିପୋଟରକନ୍ଧମାଳଜିଲ୍ଲା

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ ଅଞ୍ଚଳରେ…

ଆମ ରିପୋଟରଗଜପତିଜିଲ୍ଲା

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବିଜେପି ଯୁବ ମୋର୍ଚ୍ଚା…