ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ : ୩ ଜଣ ଗିରଫ – ଜଣେ ଫେରାର !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନାବାଳିକାକୁ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ…

ଆମ ରିପୋଟରଗଜପତିଜିଲ୍ଲା

ମୃଦୁ ପାନୀୟ ଯୁଗରେ ତଥାପି ରହିଛି ତାଳର ଚାହିଦା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବିଭିନ୍ନ ଛକରେ ତାଳ ସଜର ପସରା ଦେଖିବାକୁ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଅଫ୍‌ଲାଇନ୍‌ରେ ପିଡିଏସ୍‌ ସାମଗ୍ରୀ ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ !

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପିଡିଏସ୍‌ ସାମଗ୍ରୀ ଅଫ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦେବା ପାଇଁ ଯୋଗାଣ ସହାୟକ ସଂଘ…

ଆମ ରିପୋଟରକଟକଜିଲ୍ଲା

ହିନ୍ଦୁ ସେନା ପକ୍ଷରୁ ବୟାଳିଶ ମୌଜାରେ ବିଶୋଧନ କାର୍ଯ୍ୟକ୍ରମ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ ବୟାଳିଶ ମୌଜା ଉପକଣ୍ଠ ବେଣ୍ଟକାର ପଞ୍ଚାୟତର ବିଭିନ୍ନ ସରକାରୀ କାର୍ଯ୍ୟାଳୟ,…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଞ୍ଚାୟତରେ ପାଇଖାନା ନିର୍ମାଣ କାର୍ଯ୍ୟ ରେ ଅନିୟମିତତା !!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପାଇଖାନା ନିର୍ମାଣ କାର୍ଯ୍ୟରେ ଅନିୟମିତତା , ଲକ୍ଷ ଲକ୍ଷ ଟଙ୍କାର ବିଲ କରି ଠିକାଦାର…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

ଚେଷ୍ଟା ନିଶାମୁକ୍ତି କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା ଚାନ୍ଦଗଡ଼ ମଜୁରାଇରେ ଥିବା ଚେଷ୍ଟା ନିଶାମୁକ୍ତି କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ…

ଆମ ରିପୋଟରଜିଲ୍ଲାଯାଜପୁର

NCC କମ୍ପାନୀ ତରଫରୁ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ସରକାରୀ ପ୍ରକଳ୍ପ କାର୍ଯ୍ୟ !

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ହରିପୁର ଗ୍ରାମ ମୁଖ୍ୟ ରାସ୍ତା ସମ୍ନାରେ NCC କମ୍ପାନୀ ତରଫରୁ ବିପଦ ସଙ୍କୁଳ ଅବସ୍ଥାରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡା ଉପ-ଜିଲ୍ଲାପାଳଙ୍କ ମହାନତା : ଦୁର୍ଘଟଣାରେ ଆହତ ଯୁବକଙ୍କୁ ଯୋଗାଇ ଦେଲେ ଚିକିତ୍ସା !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦିନକୁ ଦିନ ମଣିଷ ମାନବିକତା ଭୁଲି ଯାଉଥିବା ବେଳେ, ଏମିତି କିଛି ମଣିଷ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

ବିବାଦ ଘେରରେ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ !!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପୁଣି ବିବାଦ ଘେରରେ ଗରଦପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ l…