ବାବା ହଟ୍ଟକେଶ୍ୱର ପୀଠରୁ ଚୋରୀ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ବାବା ହଟ୍ଟକେଶ୍ୱର ପୀଠରୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ପଶି ମନ୍ଦିରରୁ ମୂର୍ତ୍ତି ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଚୋରୀ ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ବାଘମାରି ପୁଲିସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

 

Leave a Reply

Your email address will not be published. Required fields are marked *