ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବଡଚଣା ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାଖଳା ଗ୍ରାମର ବିଚିତ୍ରାନନ୍ଦ ମହାପାତ୍ରଙ୍କ ଘର ପାଖରେ ଆଜି ଭୋର ୫ଟା ସମୟରେ ଜଣେ ଯୁବକ ର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି ! ଉକ୍ତ ପଞ୍ଚାୟତର ଖଟୁଆ ପଡା ଗ୍ରାମର ଧୋବି ଦେହୁରୀଙ୍କ ପୁଅ ଖଗେଶ୍ବର ଦେହୁରୀ ର ମୃତ ଦେହ ବୋଲି ଜଣାପଡ଼ିଛି ! ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି !
ମହାଖଳା ଗ୍ରାମରେ ପଡିଛି ଯୁବକଙ୍କ ମୃତ ଦେହ : ହତ୍ଯା ସନ୍ଦେହ !!!

