ଭୁବନେଶ୍ୱର – ପୁରୀ ବାଇପାସ ରେ ଉଦଘାଟିତ ହେଲା ବି.ବି. କନଭେନସନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆନନ୍ଦ ଉତ୍ସାହ ଏବଂ ଆଡମ୍ବରପୂର୍ଣ୍ଣ ପରିବେଶରେ ଉଦଘାଟିତ ହେଲା ବି.ବି. କନଭେନସନ | ଭୁବନେଶ୍ୱର – ପୁରୀ ବାଇପାସ ରେ ବିବାହ, ବ୍ରତଘର , ଜନ୍ମଦିନ ଏବଂ ବିଭିନ୍ନ ମିଟିଙ୍ଗ ପାଇଁ ଏହା ଏକ ନିଆରା ମଣ୍ଡପ ବୋଲି କହିଛନ୍ତି ନିମନ୍ତ୍ରିତ ଅତିଥି | ବି.ବି. କନଭେନସନ ର ଲୋକେସନ , ସମସ୍ତ ପ୍ରକାର ସେଫଟି ମେଜର , ପାର୍କିଙ୍ଗ ଠାରୁ ଆରମ୍ଭ କରି ସୁସଜ୍ଜିତ ମଣ୍ଡପ ମନ ମୋହୁଛି | ଏହି ମଣ୍ଡପର ଉଦଘାଟନ ଉତ୍ସବରେ ଯୋଗ ଦେଇ ଭୁୟସୀ ପ୍ରଶଂସା କରିଥିଲେ ଅତିଥି ମାନେ !

Leave a Reply

Your email address will not be published. Required fields are marked *