ହଟହଟା ହେଲେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ନିର୍ବାଚନ ପ୍ରଚାର ସମୟରେ ହଟହଟା ହେଲେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି . ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ର ତରଡାପଡା ପଞ୍ଚାୟତ ର ପାଟେଣିଗାଁ ଗ୍ରାମକୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ବିଳମ୍ବିତ ରାତିରେ ଯାଇଥିବା ସମୟରେ ଉତ୍ତେଜନା ଦେଖା ଦେଇଥିଲା . ଦୀର୍ଘ ଦିନ ଧରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ବିଧାୟକଙ୍କୁ ଘେରିଯାଇ ଅନେକ ପ୍ରଶ୍ନ କରିବା ସହିତ ତିନି ବର୍ଷ ହେଲା କୁଆଡେ ଯାଇଥିଲ ବୋଲି ପଚାରିଥିଲେ .

Leave a Reply

Your email address will not be published. Required fields are marked *