ସ୍ମୃତି ସଭାରେ ଯୋଗଦେଲେ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ !!!

Spread the love

ବ୍ରହ୍ମଗିରି ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ବ୍ରହ୍ମଗିରି 28 ନମ୍ବର ଜୋନ ଜିଲ୍ଲା ପରିଷଦ କୈଳାଶ ପରିଡାଙ୍କ ମା ଙ୍କ ସ୍ମୃତି ସଭାରେ ପୁରୀ ସାଂସଦ ପିନାକୀ ମିଶ୍ର, ରାଜନେତା ଓ କବି ପ୍ରସନ୍ନ ପାଟ୍ଟଶାଣି, ରାଜନେତା ଓ କବି ଶଙ୍କର୍ଷଣ ପରିଡା, ବିଜୁ ଜନତା ଦଳ ରାଜ୍ୟ ଉପ ସଭାପତି ସୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଶିକ୍ଷାବିତ କେଳୁଚରଣ ଜେନା, ଐତିହାସିକ କାଶୀନାଥ ନାୟକ, ସମାଜସେବୀ ବିହାରୀବନ୍ଧୁ ପଲାଇ ପ୍ରମୁଖ ଯୋଗଦାନ କରି ଅମର ଆତ୍ମାର ସଦଗତି କାମନା କରିବା ସହିତ କୈଳାଶଙ୍କ ପରିବାରକୁ ସମବେଦନା ଜଣାଇଥିଲେ l

Leave a Reply

Your email address will not be published. Required fields are marked *