ଆମ ରିପୋଟରଗଜପତିଜିଲ୍ଲାରାଜ୍ୟ

ଗଜପତି ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକସଭା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଶୋକସଭା…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…

ଆମ ରିପୋଟରଗଜପତିଜିଲ୍ଲା

ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଦେଶବିଦେଶମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଆଉ ନାହାନ୍ତି ସାମ୍ବାଦିକ ଅରିନ୍ଦମ ଦାସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଘଟଣ ର ଖବର ସଂଗ୍ରହ କରୁ କରୁ ନିଜେ ହେଲେ ଦୁର୍ଘଟଣାର ଶୀକାର .…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଜଗତସିଂହପୁର ତହସିଲ ସମ୍ମୁଖରେ ଆଦିବାସୀ ଲୋକଙ୍କ ଧାରଣା ।

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଆଦିବାସୀ ପରିବାର ଲୋକଙ୍କୁ ଜମିପଟା ମିଳି ନଥିବାରୁ ପିଲାମାନେ ସ୍କୁଲ କଲେଜ ରେ…

ଆମ ରିପୋଟରଗଜପତିଜିଲ୍ଲା

ପାରଳା ସହରରେ ମାଛ ମାଂସ ଦୋକାନ କୁ ଲଗାମ ନାହିଁ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ମାଛ ମାଂସ ବଜାର ଥାଇ ସୁଦ୍ଧା ସହରର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜ୍ୟ

କମ୍ପାଉଣ୍ଡର ଙ୍କ ଦବଙ୍ଗଗିରି : ରୋଗୀଙ୍କୁ ଗାଳିଗୁଲଜ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କମ୍ପାଉଣ୍ଡର ଙ୍କ ଦବଙ୍ଗଗିରି । ଘଟଣା ଟି ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବେଗୁନିଆରେ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା କାର୍ଯ୍ୟକ୍ରମ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆରେ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା କାର୍ଯ୍ୟକ୍ରମ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ…

ଆମ ରିପୋଟରଗଜପତିଜିଲ୍ଲା

ଖବର ପ୍ରସାରଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ଚୁପ !

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ। ଏଠାକାର…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜିଆରଏସ ଙ୍କ ବଦଳି ରୋକିବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କାର୍ଯ୍ୟରତ ଜିଆରଏସ ଙ୍କ ବଦଳି ରୋକିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ . ଢେଙ୍କାନାଳ…