ଅପରାଧଆମ ରିପୋଟରଗଜପତିଜିଲ୍ଲା

ଅବକାରି ବିଭାଗ ଓ ପାରଳାଖେମୁଣ୍ଡି ପୁଲିସ ର ମିଳିତ ଚଢାଉ : ଜଣେ ଗିରଫ, ଦୁଇ ଅଟକ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅବକାରି ବିଭାଗ ଓ ପାରଳାଖେମୁଣ୍ଡି ପୁଲିସ ର ମିଳିତ ଚଢାଉ ,ବେଆଇନ ମଦ ଚୋରା…

Breaking newsଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲାମୁଖ୍ୟ ଖବରରାଜ୍ୟ

ଦେହ ବ୍ୟବସାୟ କୁ କେନ୍ଦ୍ର କରି ପୁନଙ୍ଗ ମୁସଲିମ ବସ୍ତିରେ ଉତ୍ତେଜନା !!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପୁନଙ୍ଗ ମୁସଲିମ ବସ୍ତିରେ ଉତ୍ତେଜନା । ଘରେ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ବିଜେପି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଆୟୋଜିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହରା : ଢେଙ୍କାନାଳ ସହର ର ଅଭିନନ୍ଦନ ଗାର୍ଡେନ ଠାରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ସଂସଦୀୟ କ୍ଷେତ୍ରର କୋଭିଡ ସ୍ଥିତି ​ସମୀକ୍ଷା କଲେ ସାଂସଦ ଅଚ୍ୟୁତ ସାମନ୍ତ !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ କୋଭିଡ ପରିଚାଳନା ନେଇ ସାଂସଦ ଅଚ୍ୟୁତ…

ଆମ ରିପୋଟରଜିଲ୍ଲାରାୟଗଡା

ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କଲେ ଜିଲ୍ଳାପାଳ !

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ସହର ର ଅଶୋକ କଲ୍ୟାଣ ମଣ୍ଡପ, ଉତ୍କଳମଣି…

ଆମ ରିପୋଟରକନ୍ଧମାଳଜିଲ୍ଲା

ଲକଡାଉନ ନିୟମ ଉଲଂଘନ କରିଥିବା ବ୍ୟବସାୟୀଙ୍କ ଦୋକାନ ସିଲ୍‌ କଲେ ତହସିଲଦାର !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନାର ଦ୍ୱିତୀୟ ଲହର ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ସରକାର ସାରାରାଜ୍ୟରେ ଲକଡାଉନ…

ଆମ ରିପୋଟରକନ୍ଧମାଳଜିଲ୍ଲା

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଲକ୍‌ଡାଉନ ନିୟମ କଡ଼ାକଡ଼ି : ଅମାନିଆଙ୍କୁ ସାବାଡ଼ କରୁଛି ଜିଲ୍ଲା ପ୍ରଶାସନ !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରା ଦେଶକୁ ।…

ଅପରାଧଆମ ରିପୋଟରକଟକଜିଲ୍ଲା

ଚୋରା ଦେଶୀ ବନ୍ଧୁକ ସହ କୁଟୁରା ମାଂସ ଜବତ !

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କଟକ ଜିଲ୍ଲା ନରସିଂହପୁର ବନବିଭାଗ ର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ ରେଞ୍ଜ…