ଆମ ରିପୋଟରଜିଲ୍ଲାଢେଙ୍କାନାଳ

କରୋନା କଟକଣା ମଧ୍ୟରେ ଶ୍ରୀରାମ ନବମୀ ପାଳିତ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ଆଜି ଶ୍ରୀରାମଙ୍କର ଜନ୍ମ ଉତ୍ସବ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଭାକ୍ସିନ ଅଭାବ : ସାଧାରଣରେ ଅସନ୍ତୋଷ !

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଭୟାବହ ରୂପ ନେବାରେ ଲାଗିଛି । ସରକାରଙ୍କ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ରେ ନିରାଡ଼ମ୍ବର ଭାବରେ ରାମ ନବମୀ ପାଳିତ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପର।ଳାଖେମୁଣ୍ଡି ସହରରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ରାମନବମୀ…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ କୁଇ ସମାଜ ସେବା ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଓ ବୌଦ୍ଧ ଜିଲା ର ମିଳିତ ଉଦ୍ୟମରେ ଆଦିବାସୀ ମାନଙ୍କ ସଂଘ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଗାଡି ଜବତ : ଦୁଇ ଗିରଫ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କୋଭିଡ କଟକଣା ଚେକିଙ୍ଗ ସମୟରେ ଜବତ ହେଲା ଗଞ୍ଜେଇ . କନ୍ଧମାଳ ଜିଲ୍ଲା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ବିନା ଶ୍ରଦ୍ଧାଳୁରେ ଶ୍ରୀରାମ ନବମୀ ଉତ୍ସବ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକଣା ପ୍ରଭାବରେ ସଙ୍କୁଚିତ ହୋଇଛି ଶ୍ରୀରାମ ନବମୀ ଉତ୍ସବ ପାଳନ . ବିନା ଶ୍ରଦ୍ଧାଳୁରେ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଅନ୍ତିମ ବିକଳ୍ପ ହେଉ – ଲକ ଡାଉନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦେଶକୁ ଲକ ଡାଉନ ରୁ ବଞ୍ଚାଇବାକୁ ହେବ . ରାଜ୍ୟ ମାନେ ଲକ ଡାଉନ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ଡିଜିଟାଲ ଯୁଗର ନାରା : ରିପୋର୍ଟ ପାଇଁ ଧାଡି କାହିଁକି !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ସଂକ୍ରମଣର ଦ୍ଵିତୀୟ ଲହରୀ ତାର କାୟା ବିସ୍ତାର କରୁଥିବା ସମୟରେ , କଡା…